ETV Bharat / state

ଦିସା ଭିଜିଲାନ୍ସ କମିଟିର ଅଚାନକ କ୍ଷେତ୍ର ପରିଦର୍ଶନ - ଦିସା ଭିଜିଲାନ୍ସ କମିଟିର ଅଚାନକ କ୍ଷେତ୍ର ପରିଦର୍ଶନ

ଉମରକୋଟ ବ୍ଲକରେ ଦିଶା ଭିଜିଲାନ୍ସ କମିଟିର ତତ୍ବବାଧାନରେ ଅଚାନକ ପରିଦର୍ଶନ କରି ବିଭିନ୍ନ ବିଭାଗର ଉନ୍ନତି ମୂଳକ କାର୍ଯ୍ୟର କଲେ ତଦାରଖ । ଅଧିକ ପଢନ୍ତୁ...

ଦିସା ଭିଜିଲାନ୍ସ କମିଟିର ଅଚାନକ କ୍ଷେତ୍ର ପରିଦର୍ଶନ

author img

By

Published : Jan 9, 2021, 11:45 AM IST

ନବରଙ୍ଗପୁର: ଦିସା ଭିଜିଲାନ୍ସ କମିଟିର କ୍ଷେତ୍ର ପରିଦର୍ଶନ । ଉମରକୋଟ ବ୍ଲକରେ ଦିଶା ଭିଜିଲାନ୍ସ କମିଟିର ତତ୍ବବାଧାନରେ ଅଚାନକ ପରିଦର୍ଶନ କରି ବିଭିନ୍ନ ବିଭାଗର ଉନ୍ନତି ମୂଳକ କାର୍ଯ୍ୟର ତଦାରଖ କରିଥିଲେ । ନବରଙ୍ଗପୁର ଜିଲ୍ଲାପାଳ, ସମସ୍ତ ପ୍ରଶାସନିକ ଅଧିକାରୀ, ସାଂସଦ ଓ ଝରିଗାଁ ବିଧାୟକଙ୍କ ସମେତ ଅନ୍ୟ କମିଟି ସଦସ୍ୟଙ୍କ ମିଳିତ ଭାବରେ ଉମରକୋଟ ନିର୍ବାଚନ ମଣ୍ଡଳୀ ଓ ଝରିଗାଁ ନିର୍ବାଚନ ମଣ୍ଡଳୀରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ ।

ଦିସା ଭିଜିଲାନ୍ସ କମିଟିର ଅଚାନକ କ୍ଷେତ୍ର ପରିଦର୍ଶନ

ପ୍ରଥମେ ଜିଲ୍ଲାପାଳ ପୂଜାରୀଗୁଡା ଓ ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଚାନକ ଗ୍ରସ୍ତ କରି ଚିକିତ୍ସା ବ୍ୟବସ୍ଥା କିପରି ଚାଲିଛି ରୋଗୀଙ୍କୁ ପଚାରି ବୁଝିଥିଲେ । ଏହାପରେ ଉମରକୋଟରେ ଥିବା ବିଭିନ୍ନ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା କାମ ଗୁଡ଼ିକ କିପରି ହେଉଛି ଏହାର ତଦାରଖ କରିଥିଲେ ।

ଏହାସହ ଭଣ୍ଡାରୀଗୁଡା ପଞ୍ଚାୟତ ଅଧୀନରେ ଥିବା ପ୍ରସିଦ୍ଧ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ପୋଡ଼ାଗଡ ଯାଇ ଉକ୍ତ ସ୍ଥାନକୁ କିପରି ଉନ୍ନତମାନର ପର୍ଯ୍ୟଟନ ସ୍ଥଳରେ ପରିଣତ କରାଯାଇ ପାରିବ, ସେ ବିଷୟରେ ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ସହ ଆଲୋଚନା କରିଥିଲେ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.