ETV Bharat / state

ନବରଙ୍ଗପୁର ଜିଲ୍ଲାରେ ଉପର ମୁହାଁ କୋରୋନା ଗ୍ରାଫ୍

ନବରଙ୍ଗପୁର ଜିଲ୍ଲାରେ ଉପର ମୁହାଁ କୋରୋନା ଗ୍ରାଫ । ଆଜି ପୁଣି 255 ପଜିଟିଭ ଚିହ୍ନଟ । ବର୍ତ୍ତମାନ ସୁଦ୍ଧା 2 ହଜାର 580ଟି ସକ୍ରିୟ ମାମଲା ରହିଛି । ଅଧିକ ପଢନ୍ତୁ...

ନବରଙ୍ଗପୁର ଜିଲ୍ଲାରେ ଉପର ମୁହାଁ କୋରୋନା ଗ୍ରାଫ୍
ନବରଙ୍ଗପୁର ଜିଲ୍ଲାରେ ଉପର ମୁହାଁ କୋରୋନା ଗ୍ରାଫ୍
author img

By

Published : Apr 29, 2021, 5:20 PM IST

ନବରଙ୍ଗପୁର: ଜିଲ୍ଲାରେ ଉପର ମୁହାଁ କୋରୋନା ଗ୍ରାଫ୍ଆ । ଆଜି ପୁଣି 255 ପଜିଟିଭ ଚିହ୍ନଟ l ଗତ 24 ଘଣ୍ଟା ମଧ୍ୟରେ ଜିଲ୍ଲାରେ 255 ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି l ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା 9 ହଜାର 573ରେ ପହଞ୍ଚିଛି l

ନବରଙ୍ଗପୁର ଜିଲ୍ଲାରେ ଉପର ମୁହାଁ କୋରୋନା ଗ୍ରାଫ୍
ନବରଙ୍ଗପୁର ଜିଲ୍ଲାରେ ଉପର ମୁହାଁ କୋରୋନା ଗ୍ରାଫ୍

ଆଜି ଚିହ୍ନଟ ହୋଇଥିବା 255 ଜଣ ନୂଆ ସଂକ୍ରମିତଙ୍କ ମଧ୍ୟରେ ଚନ୍ଦାହାଣ୍ଡି ବ୍ଲକରୁ 54, ରାଇଘର ବ୍ଲକରୁ 40, ଉମରକୋଟ ବ୍ଲକରୁ 40, ଝରିଗାଁ ବ୍ଲକରୁ 39, ଉମରକୋଟ ପୌରାଞ୍ଚଳରୁ 22, କୋଷାଗୁମୁଡା ବ୍ଲକରୁ 17, ତେନ୍ତୁଳିଖୁଣ୍ଟି ବ୍ଲକରୁ 14 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପାପଡାହାଣ୍ଡି ବ୍ଲକରୁ 9 ଜଣ, ଡାବୁଗାଁ ବ୍ଲକରୁ 8 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 7 ଜଣ ଏବଂ ନନ୍ଦାହାଣ୍ଡି ବ୍ଲକରୁ 5 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସର୍ବମୋଟ 2 ଲକ୍ଷ 38 ହଜାର 981 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ବେଳେ 9 ହଜାର 573 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ସେଥିମଧ୍ୟରୁ 6 ହଜାର 928 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ହଜାର 580ଟି ସକ୍ରିୟ ମାମଲା ରହିଥିବାବେଳେ ମୋଟ 2 ହଜାର 477 ଜଣ ଗୃହ ସଂରୋଧରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.