ETV Bharat / state

ବନ୍ଦ ଓ ହିଂସାକୁ ଉସୁକାଇବା ନେଇ କଂଗ୍ରେସ କର୍ମୀଙ୍କ ନାଁରେ ଏତଲା

author img

By

Published : Dec 27, 2019, 11:40 PM IST

ନବରଙ୍ଗପୁର ବନ୍ଦ ଓ ହିଂସାକୁ ଉସୁକାଇବା ନେଇ କଂଗ୍ରେସ କର୍ମୀଙ୍କ ନାଁରେ ଏତଲା । ଗୁରୁବାର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଏବଂ ଅଭିଯୁକ୍ତକୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ନବରଙ୍ଗପୁର ବନ୍ଦ ଡାକରା ଦିଆଯାଇଥିଲା ।

Case register against congress
ନବରଙ୍ଗପୁର ବନ୍ଦ ଓ ହିଂସାକୁ ଉସୁକାଇବା ନେଇ କଂଗ୍ରେସ କର୍ମୀଙ୍କ ନାଁରେ ଏତଲା

ନବରଙ୍ଗପୁର: ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଏବଂ ଅଭିଯୁକ୍ତକୁ ଗିରଫ ଦାବିରେ ଗୁରୁବାର କଂଗ୍ରେସ ପକ୍ଷରୁ ନବରଙ୍ଗପୁର ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଡ଼ାକରାରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିଜ ମୋବାଇଲରେ କାହା ସହ କଥା ହେବା ବେଳେ ପେଟ୍ରୋଲ, ଡିଜେଲ ରେଡି ରଖ । ନିର୍ଦ୍ଦେଶ ଗଲେ ନିଆଁ ଲଗାଇଦେବ କହୁଥିବାର ଭିଡିଓ ଭାଇରାଲ ହୋଇଥିଲା ।

ନବରଙ୍ଗପୁର ବନ୍ଦ ଓ ହିଂସାକୁ ଉସୁକାଇବା ନେଇ କଂଗ୍ରେସ କର୍ମୀଙ୍କ ନାଁରେ ଏତଲା

ଏହାପରେ ନବରଙ୍ଗପୁର ସହର ମଧ୍ୟରେ ଏକ ଅବ୍ୟବହୃତ କାରରେ ନିଆଁ ଲାଗିଥିଲା । ଯାହାକୁ ନେଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ସହ କଂଗ୍ରେସ କର୍ମୀମାନେ ଜାତୀୟ ରାଜପଥ ଅବରୋଧ କରିବା ସହ ରାସ୍ତା ଉପରେ ଟାୟାର ଜାଳି ନିଆଁ ଲଗାଇଥିଲେ । ଏହା ସହ ଗାଡି ମୋଟର ଛାଡିନଥିଲେ ।

ଉକ୍ତ ଘଟଣାରେ ସରକାରୀ ସମ୍ପତ୍ତି ନଷ୍ଟ ସହ ହିଂସାକାଣ୍ଡକୁ ଉସୁକାଇବା ଗାଡି ପୋଡିବା ଏବଂ ଅନ୍ୟାନ୍ୟ ଘଟଣାରେ ପୋଲିସ କିଛି କଂଗ୍ରେସ କର୍ମୀ ଏବଂ ପ୍ରଦୀପ ମାଝୀଙ୍କ ନାଁରେ ମାମଲା ରୁଜୁ କରିଛି । ସହର ବନ୍ଦ କରିବା ଏବଂ ହିଂସାକୁ ଉସକାଇବା ଦ୍ବାରା ତଦନ୍ତରେ ବାଧା ସୃଷ୍ଟି ହେଇଥିବା ନେଇ ମଧ୍ୟ କେସ୍ ହୋଇଛି । ନବରଙ୍ଗପୁର ଥାନାରେ କେଶ ନମ୍ବର 310ରେ ମାମଲା ରୁଜୁ ହୋଇଥିବା ନବରଙ୍ଗପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ସେପଟେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ବିଫଳ ହୋଇଥିବା ପୋଲିସ ସେହି ଘଟଣାକୁ ଘଣ୍ଟ ଘଉଡାଇବା ପାଇଁ ପୋଲିସର ଏହା ଏକ ଉଦ୍ୟମ ବୋଲି କଂଗ୍ରେସ ଜିଲ୍ଲା ସଭାପତି ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟପକ୍ଷେ ଗଣମାଧ୍ୟମରେ ବିଜେଡି ନେତା ସଞ୍ଜୟ ଦାସ ବର୍ମା ଦେଇଥିବା ସଫେଇକୁ ବେଶ ନିନ୍ଦା କରିଛନ୍ତି ମା' ଘର ସଭାପତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Slug-- ନବରଙ୍ଗପୁର ବନ୍ଦ ବେଳେ ହିଂସା କୁ ଉସକାଇବା ନେଇ ଥାନାରେ କେଶ
ଫର୍ମାଟ--ଏଭିବିବି--27/12/19
ରିପୋର୍ଟ- ତପନ ବିଷୋୟୀ, ,-ନବରଙ୍ଗପୁର
----------------------------------------------------
ଆଙ୍କର -ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଦାବି ଏବଂ ଅଭିଯୁକ୍ତକୁ ଗିରଫ ଦାବିରେ ଗତକାଲି କଂଗ୍ରେସ ପକ୍ଷରୁ ନବରଙ୍ଗପୁର ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଡ଼ାକରା ରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିଜ ମୋବାଇଲ ଦ୍ୱାରା କାହା ସହିତ କଥା ହେବାବେଳେ ପେଟ୍ରୋଲ ଡିଜେଲ କିରାସିନି ମହଜୁଦ ରଖିବାକୁ ନିର୍ଦେଶ ଦେଉଥିବା ଭିଡିଓ ଭାଇରଲ ହୋଇଥିଲା । ଏହାପରେ ନବରଙ୍ଗପୁର ସହର ମଧ୍ୟରେ ଏକ ଅବ୍ୟବହୃତ କାର ରେ ନିଆଁ ଲାଗିଥିଲା । ଯାହାକୁ ନେଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ସହ କଂଗ୍ରେସ କର୍ମୀମାନେ ଜାତୀୟ ରାଜପଥ ଅବରୋଧ କରିବା ସହ ରାସ୍ତା ଉପରେ ଟାୟାର ଜାଳି ନିଆଁ ଲଗାଇଥିଲେ। କୌଣସି ଗାଡି ମଟର ଛାଡି ନ ଥିଲେ । ଏହାପରେ ଆଜି ଏସମସ୍ତ ଘଟଣା ରେ ସରକାରୀ ସମ୍ପତ୍ତି ନଷ୍ଟ ସହ ହିଂସାକାଣ୍ଡ କୁ ଉସକାଇବା ଗାଡି ପୋଡିବା ଏବଂ ଅନ୍ୟାନ୍ୟ ଘଟଣାରେ ପୋଲିସ ସମସ୍ତ କଂଗ୍ରେସ କର୍ମୀ ଏବଂ ପ୍ରଦୀପ ମାଝୀ ଙ୍କ ନାଁରେ ଏତେଲା କରିଛି । ଏଭଳି ବନ୍ଦ କରିବା ଏବଂ ହିଂସାକୁ ଉସକାଇବା ଦ୍ୱାରା ତଦନ୍ତ ରେ ବାଧା ସୃଷ୍ଟି ହେଇଥିବା ନେଇ ମଧ୍ୟ କେଶ ହୋଇଛି । ନବରଙ୍ଗପୁର ଥାନା ରେ କେଶ ନମ୍ବର 310 ରେ ମାମଲା ରୁଜୁ ହୋଇଥିବା ନବରଙ୍ଗପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି । ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ବିଫଳ ହୋଇଥିବା ପୋଲିସ ବର୍ତ୍ତମାନ ସେହି ଘଟଣାକୁ ଘଣ୍ଟ ଘଉଡେଇବା ପାଇଁ ଏହା ପୋଲିସ ର ଏକ ଉଦ୍ୟମ ବୋଲି କଂଗ୍ରେସ ଜିଲ୍ଲା ସଭାପତି ପ୍ରତିକ୍ରିୟା ଦେଇ କହିଛନ୍ତି । ଏପଟେ ଗଣମାଧ୍ୟମ ରେ ଦେଇଥିବା ବିଜେଡି ନେତା ଦାସ ବର୍ମା ସଫେଇ କୁ ବେଶ ନିନ୍ଦା କରିଛନ୍ତି ମାଘର ସଭାପତି।
ବାଇଟ -୧- ମୁନ୍ନା ତ୍ରିପାଠୀ (ଜିଲ୍ଲା କଂଗ୍ରେସ ସଭାପତି)
ବାଇଟ--2-କାଦମ୍ବିନୀ ତ୍ରୀପାଠି-ମାଘର-ନବରଙ୍ଗପୁର Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.