ETV Bharat / state

ଉମରକୋଟ ଗସ୍ତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ - ମା ସାରଦାଙ୍କ ଜନ୍ମ ଉତ୍ସବ

କ୍ଷୁଦ୍ର ଶିଳ୍ପ ଓ ପଶୁସମ୍ପଦ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ଗସ୍ତରେ ଆସିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ
ଉମରକୋଟ ଗସ୍ତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
author img

By

Published : Dec 19, 2019, 5:42 AM IST

ନବରଙ୍ଗପୁର: କ୍ଷୁଦ୍ର ଶିଳ୍ପ ଓ ପଶୁସମ୍ପଦ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ଗସ୍ତରେ ଆସିଛନ୍ତି । ଓଡିଶାରେ ଗୋ ଚାଲାଣ ରୋକିବା ଓ ଗୋ ସୁରକ୍ଷା ଆଇନକୁ କିପରି କଡାକଡି କରାଯିବ ସେ ନେଇ କେନ୍ଦ୍ରମନ୍ତ୍ରୀ ନିଜର ବକ୍ତବ୍ୟ ରଖିଥିଲେ। ଏହାସହ ପଚଂଗବ୍ୟକୁ ନେଇ ଉଦ୍ୟଗ କରାଯିବ, ମତ୍ସ୍ୟ ଓ ମହୁ ଚାଷରେ ଉନ୍ନତି କରାଯିବ ସେନେଇ ମଧ୍ୟ ମନ୍ତ୍ରୀ କହିଛନ୍ତି।

ଉମରକୋଟ ଗସ୍ତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

କେନ୍ଦ୍ରମନ୍ତ୍ରୀ ପ୍ରଥମେ ଉମରକୋଟ ଵିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଅବତରଣ କରିବା ପରେ ସ୍ଥାନୀୟ ରାମକୃଷ୍ଣ ମିଶନଠାରେ ମା ସାରଦାଙ୍କ ଜନ୍ମ ଉତ୍ସବରେ ଯୋଗ ଦେଇଥିଲେ। ମା' ସାରଦା ଓ ରାମକୃଷ୍ଣଙ୍କ ଜୀବନୀ ବିଷୟରେ କହିବା ସହ ସନାତନ ଧର୍ମ ତଥା ହିନ୍ଦୁ ଧର୍ମର ପ୍ରଚାର ପ୍ରସାରରେ ସେମାନଙ୍କ ଭୂମିକା କଣ ରହିଥିଲା ଏବଂ ଜଣେ ମା ଭାବରେ କିପରି ବିଶ୍ବରେ ପରିଚିତ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ ।

ବର୍ତ୍ତମାନ ଧର୍ମାନ୍ତିକରଣକୁ ନେଇ ଦେଶ ବିଭାଜନ ହୋଇଛି। ପୂର୍ବରୁ ଭାରତର ଅଙ୍ଗ ରହିଥିବା ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ଥାନରେ ସଂଖ୍ୟା ଲଘୁଙ୍କ ସଂଖ୍ୟା ବଢୁଛି। ଧର୍ମାନ୍ତିକରଣ ଓ ହତ୍ୟା ବଢୁଛି। ସାମ୍ପ୍ରଦାୟିକତାକୁ ନେଇ ରାଜନୀତି ଚାଲିଛି। ଅନୁପ୍ରବେଶ ଓ ଆତଙ୍କବାଦୀ ବଢିଛି। ଏହି ସବୁ ବିଷୟରେ କେନ୍ଦରମନ୍ତ୍ରୀ କହିଥିଲେ । ପରେ ବସ ଷ୍ଟାଣ୍ଡରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଶୋଇ, ଇଟିଭି ଭାରତ

Intro:Body:

sdfbgfb

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.