ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ଅଟୋ, 4 ଗୁରୁତର

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ବାବାଜିଗୁଡା ଛକ ନିକଟରେ ଅଟୋ ଓଲଟି 4 ଜଣ ଗୁରୁତର । ଅଧିକ ପଢନ୍ତୁ...

author img

By

Published : Jan 14, 2021, 10:53 AM IST

ଭାରସାମ୍ୟ ହରାଇ ଓଲଟିଲା ଅଟୋ
ଭାରସାମ୍ୟ ହରାଇ ଓଲଟିଲା ଅଟୋ

ନବରଙ୍ଗପୁର: ଜିଲ୍ଲାର ପାପଡାହାଣ୍ଡି ବ୍ଲକ ବାବାଜିଗୁଡା ଛକ ନିକଟରେ ଅଟୋ ଓଲଟି 4 ଜଣ ଗୁରୁତର । ସମସ୍ତ ଗୁରୁତରଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଅନୁଯାୟୀ ପକନାଗୁଡ଼ ଗ୍ରାମର 3 ଜଣ ମହିଳା ଏବଂ ଜଣେ ପୁରୁଷ ଗୁମିଦରା ଗ୍ରାମକୁ ଅଟୋ ଯୋଗେ ଯାଇ ଘରକୁ ଫେରୁଥିବା ସମୟରେ ବାବାଜିଗୁଡା ଛକ ନିକଟରେ ଅଟୋଟି ଭାରସାମ୍ୟ ହରାଇଥିଲା । ଫଳରେ ଅଟୋରେ ଥିବା 4 ଜଣ ଗୁରୁତର ହୋଇଛନ୍ତି ।

ଭାରସାମ୍ୟ ହରାଇ ଓଲଟିଲା ଅଟୋ

ସଙ୍ଗେସଙ୍ଗେ ସେମାନଙ୍କୁ ଗ୍ରାମବାସୀ 108 ଆମ୍ବୁଲାନ୍ସରେ ପ୍ରାଥମିକ ଚିକିତ୍ସା ନିମନ୍ତେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣା ସ୍ଥଳରେ ପାପଡାହାଣ୍ଡି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.