ETV Bharat / state

ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ - press meet

ସାମ୍ବାଦିକ ମାନଙ୍କ ଅବସର ପରେ ସେମାନଙ୍କୁ ପେନସନ ଓ ସାମ୍ବାଦିକଙ୍କ ବୀମା ରାଶି ବୃଦ୍ଧି କରିବାକୁ ନେଇ ନବରଙ୍ଗପୁର ଜିଲ୍ଲା ରାଇଘର ତପନ କଲ୍ୟାଣ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

press meet
ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
author img

By

Published : Jan 25, 2020, 6:03 AM IST

ନବରଙ୍ଗପୁର: ଜିଲ୍ଲା ରାଇଘର ତପନ କଲ୍ୟାଣ ମଣ୍ଡପ ଠାରେ ରାଇଘର ବ୍ଲକ ସାମ୍ବାଦିକଙ୍କ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ସମ୍ମାନିତ ଅତିଥି ଭାବେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ,ଜିଲ୍ଲା ଓୟୁଜେ ସାମ୍ବାଦିକ ସଭାପତି ସୁଶାନ୍ତ କୁମାର ବେହେରା ପ୍ରମୁଖଙ୍କ ସହ ବହୁ ଲୋକପ୍ରତିନିଧି ଓ ସାମ୍ବାଦିକମାନେ ଯୋଗ ଦେଇଥିଲେ ।

ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ସାମ୍ବାଦିକମାନଙ୍କ ସୁରକ୍ଷା, ସାମ୍ବାଦିକ ବୀମା ୨ଲକ୍ଷକୁ ମହାରାଷ୍ଟ୍ର ରାଜ୍ୟ ଭଳି ୫ ଲକ୍ଷ ବୃଦ୍ଧି କରିବା ଓ ସାମ୍ବାଦିକ ମାନଙ୍କ ଅବସର ପରେ ସେମାନଙ୍କୁ ପେନସନ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର କୈଣସି ପଦକ୍ଷେପ ନେଉନାହାନ୍ତି । ତେଣୁ ଏହି ସବୁ ଦାବି ଗୁଡ଼ିକୁ ବିଧାନସଭାରେ ଉପସ୍ଥାପନ କରିବାକୁ ବିରୋଧୀ ଦଳ ନେତା ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡକୁ ଜିଲ୍ଲା ସାମ୍ବାଦିକ ପକ୍ଷରୁ ଦାବି କରାଯାଇଛି । ଫଳରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଶ୍ଚୟ ସାମ୍ବାଦିକମାନଙ୍କ ଦାବି ଗୁଡ଼ିକୁ ବିଧାନସଭାରେ ଉପସ୍ଥାପନ କରିବି ବୋଲି ପ୍ରତିଶୃତି ଦେଇଛନ୍ତି । ଏହା ସହିତ ଜିଲ୍ଲାର କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ଦେଇ ସମର୍ଦ୍ଧନା କରାଯାଇଛି । ଏବଂ ଜିଲ୍ଲା ଓ ୟୁଜେ ସାମ୍ବାଦିକ ସଂଘର ସଂଘଠନକୁ କିପରି ସୁଦୃଢ଼ କରିବା ସେ ବିଷୟରେ ଆଲୋଚନା କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଶୋଇ, ଇଟିଭି ଭାରତ

Intro:ସ୍ଲୋଗ-ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ।
ଫର୍ମାଟ-ଏଭିଓ,୨୪/୦୧/୨୦
ରିପୋର୍ଟ-ତପନ କୁମାର ବିଷୟି ,ନବରଙ୍ଗପୁର
--------------------------------------------
ଆଙ୍କର-ନବରଙ୍ଗପୁର ଜିଲ୍ଲା ରାଇଘର ତପନ କଲ୍ୟାଣ ମଣ୍ଡପ ଠାରେ ରାଇଘର ବ୍ଲକ ସାମ୍ବାଦିକଙ୍କ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ସମ୍ମାନିତ ଅତିଥି ଭାବେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ,ଜିଲ୍ଲା ଓ ୟୁ ଜେ ସାମ୍ବାଦିକ ସଭାପତି ସୁଶାନ୍ତ କୁମାର ବେହେରା ପ୍ରମୁଖଙ୍କ ସହ ବହୁ ଲୋକପ୍ରତିନି ଓ ସାମ୍ବାଦିକ ମାନେ ଯୋଗ ଦେଇଥିଲେ।ସାମ୍ବାଦିକ ମାନଙ୍କ ସୁରକ୍ଷା,ସାମ୍ବାଦିକ ବୀମା ୨ଲକ୍ଷ କୁ ମହାରାଷ୍ଟ୍ର ରାଜ୍ୟ ଭଳି ୫ ଲକ୍ଷ ବୃଦ୍ଧି କରିବା ଓ ସାମ୍ବାଦିକ ମାନଙ୍କ ଅବସର ପରେ ସେମାନଙ୍କୁ ପେନସନ ଯୋଗାଇ ଦେବାକୁ ରାଜ୍ୟ ସରକାର ଙ୍କୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର କୈଣସି ପଦକ୍ଷେପ ନେଉନାହାନ୍ତି।ତେଣୁ ଏହି ସବୁ ଦାବି ଗୁଡ଼ିକୁ ବିଧାନସଭାରେ ଉପସ୍ଥାପନ କରିବାକୁ ବିରୋଧୀ ଦଳ ନେତା ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ କୁ ଜିଲ୍ଲା ସାମ୍ବାଦିକ ପକ୍ଷରୁ ଦାବି କରାଯାଇଛି।ଫଳରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଶ୍ଚୟ ସାମ୍ବାଦିକ ମାନଙ୍କ ଦାବି ଗୁଡ଼ିକ କୁ ବିଧାନସଭା ରେ ଉପସ୍ଥାପନ କରିବି ବୋଲି ପ୍ରତିଶୃତି ଦେଇଛନ୍ତି।ଏହା ସହିତ ଜିଲ୍ଲାର କେତେକ ବିଶିଷ୍ଟ ବ୍ୟକ୍ତି ଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଦେଇ ସମର୍ଦ୍ଧନା କରାଯାଇଛି।ଏବଂ ଜିଲ୍ଲା ଓ ୟୁ ଜେ ସାମ୍ବାଦିକ ସଂଘର ସଂଘଠନ କୁ କିପରି ସୁଦୃଢ଼ କରିବା ସେ ବିଷୟରେ ଆଲୋଚନା କରାଯାଇଛି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.