ETV Bharat / state

ନବରଙ୍ଗପୁର ଜାମା ମସଜିଦରୁ 70 ହଜାର ଟଙ୍କା ଚୋରି - ନବରଙ୍ଗପୁର ଜାମା ମସଜିଦରୁ ଚୋରି

ନବରଙ୍ଗପୁର ସହରରେ ଥିବା ଜାମା ମସଜିଦରେ ଚୋରି ଅଭିଯୋଗ । ମସଜିଦ ଭିତରେ ଥିବା ଆଲମିରାକୁ ଭାଙ୍ଗି 70 ହଜାରରୁ ଉର୍ଦ୍ଧ୍ବ ଟଙ୍କା ନେଇଯାଇଛି ଚୋର । ଅଧିକ ପଢନ୍ତୁ...

ନବରଙ୍ଗପୁର ଜାମା ମସଜିଦରୁ 70 ହଜାର ଟଙ୍କା ଚୋରି

author img

By

Published : Jul 13, 2020, 12:47 AM IST

ନବରଙ୍ଗପୁର: ସହରରେ ଥିବା ଜାମା ମସଜିଦରେ ଚୋରି ହୋଇଥିବା ଅଭିଯୋଗ ହୋଇଛି l ମୁଖ୍ୟ ଫାଟକ ଦେଇ କୌଣସି ଦୃର୍ବୁତ୍ତ ଭିତରକୁ ପଶି ମସଜିଦରେ ଥିବା ଆଲମିରାକୁ ଭାଙ୍ଗି 70 ହଜାରରୁ ଉର୍ଦ୍ଧ୍ବ ଟଙ୍କା ଚୋରି କରିନେଇଛି l ଟଙ୍କା ନେବା ସହ ଚୋର ଧାର୍ମିକ ଗ୍ରନ୍ଥକୁ ଫିଙ୍ଗି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ମୁସଲମାନ ଧର୍ମାଲମ୍ବୀଙ୍କ ମନରେ ଆଘାତ ଲାଗିଥିବା କରିଛନ୍ତି ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତା ।

ନବରଙ୍ଗପୁର ଜାମା ମସଜିଦରୁ 70 ହଜାର ଟଙ୍କା ଚୋରି

ଖବର ପାଇ ଘଟଣା ସ୍ଥଳରେ ନବରଙ୍ଗପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମସଜିଦ ପାଖରେ ଥିବା ଏକ ଦୋକାନର ସିସିଟିଭି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । ଚୋରି କରିଥିବା ଅଭିଯୁକ୍ତକୁ ଯଥାଶୀଘ୍ର ଧରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧାର୍ମିକ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.