ETV Bharat / state

Shocking News: ତିନି ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର ଉମରକୋଟ ଥାନା ତୋହରା ଗ୍ରାମ ଡଙ୍ଗରିଭଟା ଠାରେ ତିନି ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ଅଧିକ ପଢନ୍ତୁ

author img

By

Published : Apr 9, 2022, 10:54 PM IST

ତିନି ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ତିନି ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଉମରକୋଟ ଥାନା ତୋହରା ଗ୍ରାମ ଡଙ୍ଗରିଭଟା ଠାରେ ତିନି ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ମୃତକ ତିନି ଯୁବତୀ ହେଉଛନ୍ତି ହେମଲତା ଗୌଡ (୨୧), କୌଶଲ୍ୟା ମାଝୀ(୧୬) ଓ ଫୁଲମତି ମାଝୀ(୧୫) ସମସ୍ତେ ତୋହରା ଗ୍ରାମର । ତିନି ଜଣଯାକ ଓଢଣୀରେ ଝୁଲିଛନ୍ତି ଗୋଟିଏ କୁସୁମଗଛରେ ଆତ୍ମହତ୍ୟା କରିଛନ୍ତି ।

ତେବେ କାହିଁକି, କଣ ପାଇଁ ତିନି ଜଣ ଯୁବତୀ ସାଙ୍ଗ ହୋଇ ଆତ୍ମହତ୍ୟା କଲେ ତାହା ଏବେ ସନ୍ଦେହରେ । ଏହା ଆତ୍ମହତ୍ୟା ନା ଆଉ କିଛି କାରଣ ରହିଛି ସ୍ପଷ୍ଟ ହୋଇନାହିଁ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.