ETV Bharat / state

ନବରଙ୍ଗପୁର ଜିଲ୍ଲାରେ ଆଜି 205 କୋରୋନା ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର ଜିଲ୍ଲାରେ ତଳ ମୁହାଁ କରୋନା ଗ୍ରାଫ୍‌ । ଆଜି 205 ଜଣ ନୂଆ ପଜିଟିଭ ଚିହ୍ନଟ l ଅଧିକ ପଢନ୍ତୁ...

ନବରଙ୍ଗପୁର ଜିଲ୍ଲାରେ 205 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : May 31, 2021, 3:48 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ସାମାନ୍ୟ ହ୍ରାସ ପାଇଛି କୋରୋନା ସଂକ୍ରମଣ । ଆଜି ଜିଲ୍ଲାରେ 205 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଝରିଗାଁ ବ୍ଲକରୁ ସର୍ବାଧିକ 38 ଜଣ ଚିହ୍ନଟ ହୋଇଥିବା ବେଳେ ଉମରକୋଟ ବ୍ଲକରୁ 33 ,ନନ୍ଦାହାଣ୍ଡି ବ୍ଲକରୁ 24 , ଉମରକୋଟ ପୌରାଞ୍ଚଳରୁ 20 ଜଣ ଚିହ୍ନଟ ହୋଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରେ 205 କୋରୋନା ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁର ଜିଲ୍ଲାରେ 205 କୋରୋନା ଆକ୍ରାନ୍ତ ଚିହ୍ନଟ

ସେହିପରି ପାପଡାହାଣ୍ଡି ବ୍ଲକରୁ 19 , ତେନ୍ତୁଳିଖୁଣ୍ଟି ବ୍ଲକରୁ 16, ନବରଙ୍ଗପୁର ପୌରାଞ୍ଚଳରୁ 14, ରାଇଘର ଓ ଚନ୍ଦାହାଣ୍ଡି ବ୍ଲକରୁ 10 ଲେଖାଏଁ, ନବରଙ୍ଗପୁର ବ୍ଲକରୁ 9, କୋଷାଗୁମୁଡା ବ୍ଲକରୁ 8 ଏବଂ ଡାବୁଗାଁ ବ୍ଲକରୁ 4 ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l

ଆଜି ଚିହ୍ନଟ 205 ଜଣ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତ ସଂଖ୍ୟା 19 ହଜାର 950ରେ ପହଞ୍ଚିଛି l ଜିଲ୍ଲାରେ ଆଜକୁ ମୋଟ 17 ହଜାର 132 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି l ଜିଲ୍ଲାରେ 2 ହଜାର 667 ଜଣଙ୍କ ସକ୍ରିୟ ସଂକ୍ରମିତ ମାମଲା ଥିବାବେଳେ ସେଥିମଧ୍ୟରୁ 2 ହଜାର 479 ଜଣ ନିଜ ନିଜର ଘରେ ସଙ୍ଗରୋଧରେ ଚିକିତ୍ସିତ ହେଉଛନ୍ତି l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 82 ହଜାର 58 ଜଣଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ଦିଆଯାଇଛି l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.