ETV Bharat / state

ପୁଣି ନବରଙ୍ଗପୁରରୁ 154 କୋରୋନା ଆକ୍ରାନ୍ତ ଚିହ୍ନଟ - ପୁଣି ନବରଙ୍ଗପୁରରୁ 154 କୋରୋନା ଆକ୍ରାନ୍ତ ଚିହ୍ନଟ

ମଙ୍ଗଳବାର ନବରଙ୍ଗପୁରରୁ 154 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 7180ରେ ପହଞ୍ଚିଛି l ଅଧିକ ପଢନ୍ତୁ...

154 corona-positive-found-in-nabarangpur
ପୁଣି ନବରଙ୍ଗପୁରରୁ 154 କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Apr 20, 2021, 5:07 PM IST

ନବରଙ୍ଗପୁର: ଜିଲ୍ଲାରେ କୋରୋନା ଭୂତାଣୁ ଭୟଙ୍କର ରୂପ ନେଉଛି । ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 154 ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି (ମଙ୍ଗଳବାର) ଦୈନିକ ସଂକ୍ରମଣ ସର୍ବାଧିକ 154 ଚିହ୍ନଟ ହେବା ପରେ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 7180ରେ ପହଞ୍ଚିଛି l ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ 6028 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 1098 ଜଣ ସକ୍ରିୟ କୋଭିଡ ଆକ୍ରାନ୍ତ ରହିଛନ୍ତି l

154 corona-positive-found-in-nabarangpur
ପୁଣି ନବରଙ୍ଗପୁରରୁ 154 କୋରୋନା ଆକ୍ରାନ୍ତ ଚିହ୍ନଟ

ଆଜିର ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଚନ୍ଦାହାଣ୍ଡି ବ୍ଲକରୁ 39 ଜଣ, ରାଇଘର ବ୍ଲକରୁ 38 ଜଣ, ଝରିଗାଁ ବ୍ଲକରୁ 24 ଜଣ, ଉମରକୋଟ ବ୍ଲକରୁ 19 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 11 ଜଣ, ଉମରକୋଟ ପୌରାଞ୍ଚଳରୁ 10 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପାପଡାହାଣ୍ଡି ବ୍ଲକରୁ 6 ଜଣ, ଡାବୁଗାଁ ଓ କୋଷାଗୁମୁଡା ବ୍ଲକରୁ 3ଜଣ ଲେଖାଏଁ ଏବଂ ତେନ୍ତୁଳିଖୁଣ୍ଟି ବ୍ଲକରୁ ଜଣେ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.