ETV Bharat / state

ନବରଙ୍ଗପୁରରୁ ପୁଣି ୧୧ କୋରୋନା ପଜେଟିଭ ଚିହ୍ନଟ - ନବରଙ୍ଗପୁରରୁ ପୁଣି ୧୧ କୋରୋନା ପଜେଟିଭ ଚିହ୍ନଟ

ନବରଙ୍ଗପୁରରୁ ପୁଣି ୧୧ କୋରୋନା ପଜେଟିଭ ଚିହ୍ନଟ । ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

11 corona positive identified in nabarangpur district
ନବରଙ୍ଗପୁରରୁ ପୁଣି ୧୧ କୋରୋନା ପଜେଟିଭ ଚିହ୍ନଟ
author img

By

Published : Jul 4, 2020, 12:34 PM IST

ନବରଙ୍ଗପୁର: ନବରଙ୍ଗପୁରରୁ ପୁଣି ୧୧ କୋରୋନା ପଜେଟିଭ ଚିହ୍ନଟ । ଜିଲ୍ଲାର ନବରଙ୍ଗପୁର, ଝରିଗାଁ ,ପାପଡାହାଣ୍ଡି, ଡାବୁଗାଁ, ଉମରକୋଟ ଓ କୋଶାଗୁମୁଡ଼ା ବ୍ଲକର ବିଭିନ୍ନ ସ୍ଥାନରୁ ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ନବରଙ୍ଗପୁର ସ୍ଥିତ କୋଭିଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ନବରଙ୍ଗପୁରରୁ ପୁଣି ୧୧ କୋରୋନା ପଜେଟିଭ ଚିହ୍ନଟ

ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ ୧୫ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୪୩ ଜଣ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାରେ ଶନିବାର ଓ ରବିବାର ଦୁଇଦିନ ସଟଡାଉନ ଥିବାରୁ ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂରେ ସହାୟକ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.