ETV Bharat / state

ନବରଙ୍ଗପୁରରେ ପୁଣି 10 କୋରୋନା ପଜିିଟିଭ ଚିହ୍ନଟ

author img

By

Published : Nov 21, 2020, 4:57 PM IST

ନବରଙ୍ଗପୁରରେ ପୁଣି 10 କୋରୋନା ପଜିିଟିଭ ଚିହ୍ନଟ। ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5,677ରେ ପହଞ୍ଚିଛି । ଅଧିକ ପଢନ୍ତୁ...

Breaking News

ନବରଙ୍ଗପୁର: ଜିଲ୍ଲାରେ କୋରୋନା ସଂକ୍ରମଣ କମିବାରେ ଲାଗିଛି। ଶନିବାର ଜିଲ୍ଲାରେ ପୁଣି 10 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ଶନିବାର ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କୋଷାଗୁମୁଡା ବ୍ଲକରୁ ସର୍ବାଧିକ 5 ଜଣ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁର ପୌରାଞ୍ଚଳରୁ 2 ଜଣ ଏବଂ ଉମରକୋଟ, ନନ୍ଦାହାଣ୍ଡି, ରାଇଘର ବ୍ଲକରୁ ଜଣେ ଲେଖାଏଁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l

ନବରଙ୍ଗପୁରରେ ପୁଣି 10 କୋରୋନା ପଜିିଟିଭ ଚିହ୍ନଟ
ନବରଙ୍ଗପୁରରେ ପୁଣି 10 କୋରୋନା ପଜିିଟିଭ ଚିହ୍ନଟ

ଏଥିସହିତ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5,677ରେ ପହଞ୍ଚିଥିବା ବେଳେ 5,519ଜଣ ସୁସ୍ଥ ହୋଇଛନ୍ତି । ଏବଂ 120 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 87 ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ଜିଲ୍ଲାରେ ମୋଟ 1 ଲକ୍ଷ 11ହଜାର 745 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ଼ ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.