ETV Bharat / state

୨ କର୍ମଚାରୀଙ୍କୁ ମାଡ ଘଟଣା: ଅଭିଯୋଗକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ - କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ନାମରେ ଅଭିଯୋଗ

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମାଡ ମାରି ୨ କର୍ମଚାରୀଙ୍କୁ ଆହତ ଘଟଣାକୁ ଖଣ୍ଡନ କଲେ ମନ୍ତ୍ରୀ । ଅଧିକ ପଢନ୍ତୁ

କେନ୍ଦ୍ରମନ୍ତ୍ରୀଙ୍କ ମାଡରେ ୨ କର୍ମଚାରୀ ଆହତ ଘଟଣା, ଅଭିଯୋଗକୁ ଖଣ୍ଡନ କଲେ ମନ୍ତ୍ରୀ

author img

By

Published : Jan 21, 2022, 10:20 PM IST

ବାରିପଦା: ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମାଡ ମାରି ୨ କର୍ମଚାରୀଙ୍କୁ ଆହତ ଘଟଣାକୁ ଖଣ୍ଡନ କଲେ ମନ୍ତ୍ରୀ । ଅଭିଯୋଗ ଭିତ୍ତିହୀନ, ନିର୍ବାଚନ ଥିବାରୁ ବଦନାମ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ମାଡରେ ୨ କର୍ମଚାରୀ ଆହତ ଘଟଣା, ଅଭିଯୋଗକୁ ଖଣ୍ଡନ କଲେ ମନ୍ତ୍ରୀ

ସୂଚନା ଅନୁଯାୟୀ ଜିଲ୍ଲା ଯୋଜନା କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ ଆଜି(ଶୁକ୍ରବାର) ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମାଡ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ କେନ୍ଦ୍ରମନ୍ତ୍ରୀ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ୨ ଅଧିକାରୀଙ୍କ ସହ ଆଲୋଚନା କରିଥିବା କଥା ସତ, କିନ୍ତୁ ସେମାନଙ୍କୁ ମାଡ ମାରିନାହାନ୍ତି । ନିର୍ବାଚନ ଥିବାରୁ ବଦନାମ କରିବାକୁ ଚକ୍ରାନ୍ତ କରୁଛନ୍ତି ।

ଏହା ମଧ୍ୟ ପଢନ୍ତ:- ୨ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ମାଡ ଅଭିଯୋଗ

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.