ETV Bharat / state

ଦିବାଲୋକରେ ଅଧ୍ୟାପିକାଙ୍କ ସୁନାଚେନ ଲୁଟିନେଲେ ଲୁଟେରା - mayurbhanj news

ମୟୂରଭଞ୍ଜ ଜିଲ୍ଲା ଉଦଳା କଲେଜ ଇଂରାଜୀ ବିଭାଗର ଅଧ୍ୟାପିକାଙ୍କ ବେକରୁ ସୁନା ଚେନ ଲୁଟିନେଲେ ଦୁର୍ବୃର୍ତ୍ତ । ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ମୟୁରଭଞ୍ଜ
author img

By

Published : Oct 15, 2019, 8:53 PM IST

ବାରିପଦା: କଲେଜ ସାରି ଘରକୁ ଫେରୁଥୁବା ବେଳେ ସ୍ପଷ୍ଟ ଦିବାଲୋକରେ ବାଇକରେ ଆସି ବେକରୁ ସୁନା ଚେନ ଲୁଟି ନେଲେ ଲୁଟେରା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବଜାରରେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ମୟୁରଭଞ୍ଜ

ମୟୂରଭଞ୍ଜ ଜିଲ୍ଲା ଉଦଳା କଲେଜରେ ଇଂରାଜୀ ବିଭ।ଗରେ ଅଧ୍ୟାପିକା ଥିବା ରେହେନା ସୂଲତାନ କଲେଜ ସାରି ଘରକୁ ଫେରୁଥିଲେ । ସେ ତାଙ୍କ ଘର ନିକଟରେ ପହଞ୍ଚିବାବେଳେ ହଠାତ୍ ଅଧ୍ୟାପିକାଙ୍କ ପଛପଟୁ ଦୁଇ ଜଣ ଯୁବକ ଏକ ବାଇକରେ ଆସି ବେକରୁ ସୁନାଚେନ ଲୁଟି ନେଇଥିବା ଅଭିଯୋଗ ହୋଇଛି । ତେବେ ଘଟଣାସ୍ଥଳରୁ କେବଳ ମହିଳାଙ୍କ ଚେନରେ ଲାଗିଥିବା ଲକେଟ ମିଳିଛି । ସୁନାଚେନର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି ଅଧ୍ୟାପିକା କହିଛନ୍ତି । ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:କଲେଜ ସାରି ଘରକୁ ଫେରୁଥୁବା ବେଳେ ସ୍ପଷ୍ଟ ଦିବାଲୋକରେ ବାଇକରେ ଆସି ବେକରୁ ସୁନା ଚେନ ଲୁଟି ନେଲେ ଦୁର୍ବୁର୍ତ୍ତ - ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବଜାରରେ ସ୍ପଷ୍ଟ ଦିବାଲୋକରେ ହୋଇଅଛି ଛିନତାଇ । ଉଦଳା କଲେଜରେ ଇଂରାଜୀ ବିଭ।ଗରେ ଅଧ୍ୟାପିକା ଥିବା ରେହେନା ସୂଲତାନ କଲେଜ ସାରି ଘରକୁ ଆସୁଥୁଲେ । ତାଙ୍କ ଘର ପାଖରେ ପହଁଚିଥିବା ବେଳେ ହଠାତ୍ ଅଧ୍ୟାପିକାଙ୍କ ପଛ ପାଖରୁ ଦୁଇ ଜଣ ଯୁବକ ଏକ ବାଇକରେ ଆସି ଅଧ୍ଯାପିକାଙ୍କ ବେକରୁ ସୁନାସଂ ଲୁଟି ନେଇଥିବା ଅଭିଯୋଗ ହୋଇଅଛି - ଅଧ୍ୟାପିକା ଜଣଙ୍କ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଘଟଣାସ୍କୁଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାସ୍ଥୁଳରୁ କେବଳ ମହିଳାଙ୍କ ଚେନରେ ଲାଗିଥୁବା ଲକେଟ ଟି ମିଳିଛି - ସୁନା ଚେଁ ର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଅଧ୍ୟାପିକା ।
ବାଇଟ୍ ୧ - ରେହେନା ସୂଲ ତାନ (ଲୁଟର ଶିକାର ହୋଇଥୁବା ଅଧ୍ୟାପିକା)

ବାଇଟ୍ ୨ - ସନାତନ ସାହୂ (ଆଇଆଇସି, ଉଦଳା ଥାନା)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.