ETV Bharat / state

ବିଭିନ୍ନ ମାରଣାସ୍ତ୍ର ସହ ଦୁଇ ଶିକାରୀ ଗିରଫ - Two hunters arrested

ମୟୂରଭଞ୍ଜ ଜିଲ୍ଲା ବହଳଦା ରେଞ୍ଜ ଅଧିନ ବାଙ୍କୋମୁଣ୍ଡି ସଂରକ୍ଷିତ ଜଙ୍ଗଲରୁ ଦୁଇ ଜଣ ଶିକାରୀଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଗିରଫ କରିଛି ବନ ବିଭାଗ ।

http://10.10.50.80:6060/reg-lowres/16-May-2020/od-rrp-01-shikari-girof-visual-10010-rtu_16052020200552_1605f_1589639752_557.mp4
ବିଭିନ୍ନ ମାରଣାସ୍ତ୍ର ସହ ଦୁଇ ଶିକାରୀ ଗିରଫ
author img

By

Published : May 17, 2020, 1:23 AM IST

ରାଇରଙ୍ଗପୁର: କୋରୋନା ପାଇଁ ବର୍ତ୍ତମାନ ଚାରିପଟେ ଲକଡାଉନ । ଆଉ ଏହାର ସୁଯୋଗ ନେଇ ମାତିଛନ୍ତି ପଶୁ ଶିକାରୀ । ମୟୂରଭଞ୍ଜ ଜିଲ୍ଲା ବହଳଦା ରେଞ୍ଜ ଅଧିନ ବାଙ୍କୋମୁଣ୍ଡି ସଂରକ୍ଷିତ ଜଙ୍ଗଲରୁ ଦୁଇ ଜଣ ଶିକାରୀଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଗିରଫ କରିଛି ବନ ବିଭାଗ ।

ବିଭିନ୍ନ ମାରଣାସ୍ତ୍ର ସହ ଦୁଇ ଶିକାରୀ ଗିରଫ

ବହଳଦା ରେଞ୍ଜର ବାଙ୍କୋମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଂ କରୁଥିବା ବେଳେ ଦୁଇଜଣ ଶିକାରୀଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଶିକାରୀମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଧନୁତୀର, ବର୍ଚ୍ଛା, କୁରାଢି ଓ ଫାଶ ଜବତ କରିଛି ବନବିଭାଗ । ଗିରଫ ହୋଇଥିବା ଦୁଇ ଶିକାରୀ ମଧ୍ୟରୁ ଜଣେ ଝାଡ଼ଖଣ୍ଡ ରାଜ୍ୟ ଘାଟଶିଳା ଅଞ୍ଚଳର ଲାଲ ମୁର୍ମୁ ଓ ଅନ୍ୟଜଣେ ତିରିଂ ଥାନା ପୋଖରିଆ ଗ୍ରାମର ନାଇକେ ହାଁସଦା । ଉଭୟ ଶିକାରୀଙ୍କୁ ବହଳଦା ବନବିଭାଗ ଗିରଫ କରି ରାଇରଙ୍ଗପୁର କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.