ETV Bharat / state

ଜାଣିଶୁଣି ଦେଲେ ଫେଲ ମାର୍କ ! - rairangpur

କିଛି ମାସ ପୂର୍ବରୁ ଛାତ୍ରଛାତ୍ରୀ ମାନେ ସେମାନଙ୍କ ପରୀକ୍ଷା ଖାତାର ସଠିକ୍ ଯାଞ୍ଚ ଓ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିଥିଲେ ମଧ୍ୟ ଏନଓୟୁ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଇନଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Feb 9, 2019, 7:37 AM IST

ରାଇରଙ୍ଗପୁର: ୧୯୬୩ ମସିହାରେ ପ୍ରତିଷ୍ଠିତ ମୟୁରଭଞ୍ଜ ଜିଲ୍ଲାର ଦ୍ବିତୀୟ ପୁରାତନ ଶିକ୍ଷାନୁଷ୍ଠାନ ରାଇରଙ୍ଗପୁର କଲେଜରେ +୩ ଛାତ୍ରଛାତ୍ରୀଙ୍କୁ କମ ନମ୍ବର ତଥା ଫେଲ୍ ମାର୍କ ମିଳିବା ନେଇ ଅଭିଯୋଗ ହୋଇଛି । ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ମଧ୍ୟରେ ଏନେଇ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
ସୂଚନା ଅନୁସାରେ +୩ କଳା, ବିଜ୍ଞାନ ଓ ବାଣିଜ୍ୟର ପାସ୍ ଓ ସମ୍ମାନର ତୃତୀୟ ଟର୍ମ ପରୀକ୍ଷା ଡିସେମ୍ବର ୨୦୧୭ରେ ହୋଇଥିଲା । ଏହାର ଫଳାଫଳ ଦୀର୍ଘ ୧୧ ମାସ ପରେ ନଭେମ୍ବର ୨୦୧୮ରେ ପ୍ରକାଶିତ ହୋଇଥିଲା । କିନ୍ତୁ ରାଇରଙ୍ଗପୁର କଲେଜର ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳର ମାର୍କସିଟ ଦେଖି ଆଶ୍ଚର୍ଯ୍ୟଚକିତ ଓ ହତୋତ୍ସାହିତ ହୋଇ ପଡିଥିଲେ। କାରଣ ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ରେ ୦, ୧, ୨ ଇଂରାଜୀ ରେ ୧, ୨,୩, ଏବଂ କେମିଷ୍ଟ୍ରିରେ ୩,୪,୫, ଆଦି ନମ୍ବର ମିଳିଥିବାରୁ ସେମାନଙ୍କର ବ୍ୟାକ୍‌ ଲାଗିଯାଇଥିଲା ।
undefined

ଅତି ଖାମଖିଆଲି ଓ ଉଦ୍ଦେଶ୍ୟମୂଳକ ଭାବେ ସଂପୃକ୍ତ ବିଭାଗ ପକ୍ଷରୁ କମ ନମ୍ୱର ଦିଆଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । କିଛି ମାସ ପୂର୍ବରୁ ବିଭାଗୀୟ ମୁଖ୍ୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ତଥା ଛାତ୍ରଛାତ୍ରୀ ମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । କିଛି ମାସ ପୂର୍ବରୁ ଛାତ୍ରଛାତ୍ରୀ ମାନେ ସେମାନଙ୍କ ପରୀକ୍ଷା ଖାତାର ସଠିକ୍ ଯାଞ୍ଚ ଓ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିଥିଲେ ମଧ୍ୟ ଏନଓୟୁ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଇନଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ।

ସେପଟେ ଗୁରୁବାର ଏନଓୟୁ (ନର୍ଥ ଓଡ଼ିଶା ୟୁନିଭରସିଟି) ପରୀକ୍ଷା ନିୟନ୍ତ୍ରକ ନିର୍ମଳ ପଣ୍ଡା ରାଇରଙ୍ଗପୁର କଲେଜ ପହଞ୍ଚିଥିଲେ । କମ ନମ୍ବର ପାଇଥିବା ଛାତ୍ରଛାତ୍ରୀ, ରାଇରଙ୍ଗପୁର କଲେଜ ଆଲୁମିନି ଆସୋସିଏସନର ସାଧାରଣ ସମ୍ପାଦକ ପାର୍ଥ ସାରଥି କବି, ଅଧ୍ୟକ୍ଷ ଦାୟିତ୍ଵରେ ଥିବା ଅଧ୍ୟାପକ ଜଗବନ୍ଧୁ ମହାନ୍ତ ଓ ଅଭିଭାବକଙ୍କ ସହିତ ଆଲୋଚନା କରି ୭ ଦିନ ମଧ୍ୟରେ ସଂଶୋଧିତ ପରୀକ୍ଷା ଫଳ ପ୍ରକାଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Body:

ଜାଣିଶୁଣି ଦେଲେ ଫେଲ ମାର୍କ !

ରାଇରଙ୍ଗପୁର: ୧୯୬୩ ମସିହାରେ ପ୍ରତିଷ୍ଠିତ ମୟୂରଭଞ୍ଜ ଜିଲ୍ଲାର ଦ୍ବିତୀୟ ପୁରାତନ ଶିକ୍ଷାନୁଷ୍ଠାନ ରାଇରଙ୍ଗପୁର କଲେଜରେ +୩ ଛାତ୍ରଛାତ୍ରୀଙ୍କୁ କମ ନମ୍ବର ତଥା ଫେଲ୍ ମାର୍କ ମିଳିବା ନେଇ ଅଭିଯୋଗ ହୋଇଛି । ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ମଧ୍ୟରେ ଏନେଇ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ଅନୁସାରେ +୩ କଳା, ବିଜ୍ଞାନ ଓ ବାଣିଜ୍ୟର ପାସ୍ ଓ ସମ୍ମାନର ତୃତୀୟ ଟର୍ମ ପରୀକ୍ଷା ଡିସେମ୍ବର ୨୦୧୭ରେ ହୋଇଥିଲା । ଏହାର ଫଳାଫଳ ଦୀର୍ଘ ୧୧ମାସ ପରେ ନଭେମ୍ବର ୨୦୧୮ରେ ପ୍ରକାଶିତ ହୋଇଥିଲା । କିନ୍ତୁ ରାଇରଙ୍ଗପୁର କଲେଜର ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳର ମାର୍କସିଟ ଦେଖି ଆଶ୍ଚର୍ଯ୍ୟଚକିତ ଓ ହତୋତ୍ସାହିତ ହୋଇ ପଡିଥିଲେ । କାରଣ ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ଓଡ଼ିଆରେ ୦, ୧, ୨  ଇଂରାଜୀରେ ୧, ୨,୩, ଏବଂ କେମିଷ୍ଟ୍ରିରେ ୩,୪,୫, ଆଦି ନମ୍ବର ମିଳିଥିବାରୁ ସେମାନଙ୍କର ବ୍ୟାକ୍‌ ଲାଗିଯାଇଥିଲା । 

ଅତି ଖାମଖିଆଲି ଓ ଉଦ୍ଦେଶ୍ୟମୂଳକ ଭାବେ ସଂପୃକ୍ତ ବିଭାଗ ପକ୍ଷରୁ କମ ନମ୍ବର ଦିଆଯାଇଥିବା ଅଭିଯୋଗ କରିଛନ୍ତି  ଛାତ୍ରଛାତ୍ରୀ ଓ ଅଭିଭାବକ । କିଛି ମାସ ପୂର୍ବରୁ ବିଭାଗୀୟ ମୁଖ୍ୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ତଥା ଛାତ୍ରଛାତ୍ରୀମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । କିଛି ମାସ ପୂର୍ବରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଖାତାର ସଠିକ୍ ଯାଞ୍ଚ ଓ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିଲେ ମଧ୍ୟ ଏନଓୟୁ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଇନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । 

ସେପଟେ ଗୁରୁବାର ଏନଓୟୁ (ନର୍ଥ ଓଡ଼ିଶା ୟୁନିଭର୍ସିଟି) ପରୀକ୍ଷା ନିୟନ୍ତ୍ରକ ନିର୍ମଳ ପଣ୍ଡା ରାଇରଙ୍ଗପୁର କଲେଜ ପହଞ୍ଚିଥିଲେ ।  କମ ନମ୍ବର ପାଇଥିବା ଛାତ୍ରଛାତ୍ରୀ, ରାଇରଙ୍ଗପୁର କଲେଜ ଆଲୁମିନି ଆସୋସିଏସନର ସାଧାରଣ ସମ୍ପାଦକ ପାର୍ଥସାରଥି କବି, ଅଧ୍ୟକ୍ଷ ଦାୟିତ୍ଵରେ ଥିବା ଅଧ୍ୟାପକ ଜଗବନ୍ଧୁ ମହାନ୍ତ ଓ ଅଭିଭାବକଙ୍କ ସହିତ ଆଲୋଚନା କରି ୭ ଦିନ ମଧ୍ୟରେ ସଂଶୋଧିତ ପରୀକ୍ଷା ଫଳ ପ୍ରକାଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ନ୍ୟୁଜ୍‌

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.