ETV Bharat / state

ପରୀକ୍ଷା ବାତିଲ ପାଇଁ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଫାଟକରେ ତାଲା

ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଷଷ୍ଠ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ ଦାବିରେ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ। ଅଧିକ ପଢନ୍ତୁ........

author img

By

Published : Jun 9, 2020, 5:22 AM IST

student-locked-north-odisha-university-gate-for-cancel-the-exams
ପରୀକ୍ଷା ବାତିଲ ପାଇଁ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଫାଟକରେ ତାଲା

ମୟୁରଭଞ୍ଜ: ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଷଷ୍ଠ ସେମିଷ୍ଟର ପରୀକ୍ଷା ଆଗାମୀ ଜୁଲାଇ ୬ ତାରିଖରେ ହେବାକୁ ଥିବା ବେଳେ ପରୀକ୍ଷା ବାତିଲ ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ଏନେଇ ଛାତ୍ରଛାତ୍ରୀମାନେ ସୋମବାର ଉତ୍ତର ଓଡିଶା ବିଶ୍ଵ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକକୁ ଭେଟି ପରୀକ୍ଷା ବାତିଲ ପାଇଁ ଦରଖାସ୍ତ ଦେବାକୁ ପହଞ୍ଚିଥିଲେ।

ସେଠାରେ ପରୀକ୍ଷା ନିୟନ୍ତ୍ରକଙ୍କ ଛାତ୍ରଛାତ୍ରୀଙ୍କ ପ୍ରତି ଅସଦାଚରଣ କରିଥିବା ଅଭିଯୋଗରେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକକୁ ବନ୍ଦ କରିଥିଲେ ଛାତ୍ରଛାତ୍ରୀ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲା । ମାତ୍ର ଛାତ୍ରଛାତ୍ରୀମାନେ ନିଜ ଜିଦରେ ଅଟଳ ରହି ପରୀକ୍ଷା ନିୟନ୍ତ୍ରକଙ୍କୁ ଭୁଲ ମାଗିବା ପାଇଁ କହିଥିଲେ। ଦୀର୍ଘ ସମୟ ଧରି ମୁଖ୍ୟ ଫାଟକ ବନ୍ଦ ରହିବା ପରେ ଶେଷରେ ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଛାତ୍ରଛାତ୍ରୀମାନଙ୍କୁ ଭୁଲ ମାଗିବା ପରେ ମୁଖ୍ୟ ଫାଟକରୁ ତାଲା ଖୋଲିଥିଲା।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.