ETV Bharat / state

ସ୍କୁଟର ସିଟ ତଳୁ ନାଗସାପ ଉଦ୍ଧାର

ମୟୁରଭଞ୍ଜ ଜିଲ୍ଲା ବାରିପଦା ସହର ତକତପୁର ଅଞ୍ଚଳରେ ରହୁଥିବା ଜୟକୃଷ୍ଣ ନାୟକଙ୍କ ସ୍କୁଟର ସିଟ ତଳେ ଫସି ଯାଇଥିଲା ନାଗ ସାପ । ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jun 4, 2019, 11:48 PM IST

ବାରିପଦା: ଏକ ସ୍କୁଟର ଇଞ୍ଜିନରୁ ଉଦ୍ଧାର ହେଲା ନାଗସାପ । ସ୍କୁଟର ସିଟ ତଳେ ଫସି ଥିବା ନାଗସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନର କ୍ରିଷ୍ଣା ଗୋଛାୟତ । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହର ତକତପୁର ଅଞ୍ଚଳରେ ରହୁଥିବା ଜୟକୃଷ୍ଣ ନାୟକଙ୍କ ସ୍କୁଟର ସିଟ ତଳେ ଫସି ଯାଇଥିଲା ନାଗସାପ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଜୟକୃଷ୍ଣଙ୍କ ସ୍କୁଟର ଘର ବାରଣ୍ଡାରେ ଠିଆ ହୋଇଥିବା ବେଳେ ହଠାତ ନାଗ ସାପଟିକୁ ଦେଖି ଭୟଭୀତ ହୋଇଯାଇଥିଲେ । ଘଟଣା ପରେ ତୁରନ୍ତ ସ୍ନେକ ହେଲ୍ପ ଲାଇନର ସଦସ୍ୟ କ୍ରିଷ୍ଣା ଗୋଛାୟତଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ନାଗ ସାପକୁ ବାହାର କରିଥିଲେ ଜୟକୃଷ୍ଣ ।

ତେବେ ନାଗସାପଟି ସ୍କୁଟର ସିଟ ତଳେ ଥୁବା ଇଞ୍ଜିନରେ ଫସି ଯାଇଥିବାରୁ ସାପକୁ ସୁରକ୍ଷିତ ଭାବେ ବାହାରକୁ କାଢିଆଣିଥିଲା । ତେବେ ସାପକୁ ବାହାର କରିବା ପାଇଁ ପାଖାପାଖି ଅଧଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଲାଗିଥିଲା । ତେବେ ସାପକୁ ସୁରକ୍ଷିତ ଭାବେ ବାହାର କରି ବୁଧବାର ଶିମିଳିପାଳ ଅଭୟାରଣ୍ୟରେ ଛାଡି ଦିଆଯିବ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.