ETV Bharat / state

ଗାଁରେ ପ‌ହଞ୍ଚିଲା କାର୍ଗିଲ ହିରୋଙ୍କ ମର ଶରୀର, ଶେଷକୃତ୍ୟ ସଂପନ୍ନ - rairangpur soldier dead body arrived

କାର୍ଗିଲ ହିରୋ ତଥା କାର୍ଗିଲ ଯୁଦ୍ଧରେ ସାମିଲ ହୋଇଥିବା ଭାରତୀୟ ସେନାର ପୂର୍ବତନ ମେଜର ଡଃ ଫାଗୁରାମ ମାଣ୍ଡି ଗତ ୧୧ ତାରିଖ ସନ୍ଧ୍ୟା ପ୍ରାୟ ୮ ଟା ୫୦ ମିନିଟ ସମୟରେ ଆସାମ ରାଜ୍ୟର ରଙ୍ଗିଆ ଠାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଅଧିକ ପଢନ୍ତୁ...

ପ‌ହଞ୍ଚିଲା ବୀର ଯବାନଙ୍କ ମର ଶରୀର, ଶେଷ କୃତ୍ୟ ସଂପନ୍ନ

author img

By

Published : Mar 13, 2021, 5:35 PM IST

ରାଇରଙ୍ଗପୁର : କାର୍ଗିଲ ହିରୋ ତଥା କାର୍ଗିଲ ଯୁଦ୍ଧରେ ସାମିଲ ହୋଇଥିବା ଭାରତୀୟ ସେନାର ପୂର୍ବତନ ମେଜର ଡଃ ଫାଗୁରାମ ମାଣ୍ଡି ଗତ ୧୧ ତାରିଖ ସନ୍ଧ୍ୟା ପ୍ରାୟ ୮ ଟା ୫୦ ମିନିଟ ସମୟରେ ଆସାମ ରାଜ୍ୟର ରଙ୍ଗିଆ ଠାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ସ୍ବର୍ଗତ ଡ଼ଃ ମାଣ୍ଡିଙ୍କ ପୈତୃକ ଘର ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ସାନପାଖଣା ଗ୍ରାମରେ। ତେବେ ସେ କମାଣ୍ଡାଣ୍ଟ ମେଡିକାଲ 24 ବିଏନ୍ ଏସଏସବି ଆସାମ ରାଜ୍ୟର ରଙ୍ଗିଆରେ କାର୍ଯ୍ୟରତ ଥିଲେ। ତେବେ ଦେଶ ପାଇଁ କାର୍ଯ୍ୟରତ ସମୟରେ ତାଙ୍କର ବିୟୋଗ ଘଟିଥିଲା।

ପ‌ହଞ୍ଚିଲା ବୀର ଯବାନଙ୍କ ମର ଶରୀର, ଶେଷ କୃତ୍ୟ ସଂପନ୍ନ

ରାଇରଙ୍ଗପୁର ମାଟିର ଗୌରବ ଅମର ବୀର ଯବାନ ଡଃ ଫାଗୁରାମ ମାରାଣ୍ଡିଙ୍କ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆଜି ତାଙ୍କର ମର ଶରୀର ଜନ୍ମମାଟି ରାଇରଙ୍ଗପୁର ସ୍ଥିତ ସାନପଟଣା ଗ୍ରାମରେ ପହଞ୍ଚିବା ପରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ତୋପ ସଲାମୀ ଦିଆଯିବା ପରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି। ସେପଟେ ‘‘ବୀର ଡଃ ଫାଗୁରାମ ମାଣ୍ଡି ଅମର ରହେ’’ ନାରାରେ କମ୍ପି ଉଠିଥିଲା ସାରା ଅଞ୍ଚଳ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.