ETV Bharat / state

642 ପ୍ରାଥମିକ ସ୍କୁଲ ଓ ବିଇଡି କଲେଜ ବନ୍ଦକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ

author img

By

Published : Jan 9, 2021, 9:33 AM IST

ରାଜ୍ୟ ସରକାରଙ୍କ ବାରିପଦାରେ ଥିବା ଉତ୍କଳମଣି ଗୋପବନ୍ଧୁ ବିଇଡି କଲେଜ ସହ ମୟୂରଭଞ୍ଜ ଜିଲ୍ଲାରେ ଥିବା 642 ପ୍ରାଥମିକ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଅଧିକ ପଢନ୍ତୁ...

642 ପ୍ରାଥମିକ ସ୍କୁଲ ଓ ବିଇଡି କଲେଜ ବନ୍ଦକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ
642 ପ୍ରାଥମିକ ସ୍କୁଲ ଓ ବିଇଡି କଲେଜ ବନ୍ଦକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ

ବାରିପଦା: ରାଜ୍ୟ ସରକାରଙ୍କ ଶିକ୍ଷାନୀତିକୁ ବିରୋଧ । ରାଜ୍ୟ ସରକାରଙ୍କ ବାରିପଦାରେ ଥିବା ଉତ୍କଳମଣି ଗୋପବନ୍ଧୁ ବିଇଡି କଲେଜ ସହ ମୟୂରଭଞ୍ଜ ଜିଲ୍ଲାରେ ଥିବା 642 ପ୍ରାଥମିକ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଛାତ୍ରଛାତ୍ରୀ, ଅଭିଭାବକଙ୍କୁ ନେଇ ଭାରତ ଶିକ୍ଷା ବଞ୍ଚାଓ କମିଟି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ମୟୂରଭଞ୍ଜ ଜିଲ୍ଲା ଜଶିପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶମ୍ଭୁନାଥ ନାୟକଙ୍କ ନେତୃତ୍ବରେ ଭାରତ ବଞ୍ଚାଓ କମିଟି, ଅଲ ଇଣ୍ଡିଆ ଡେମୋକ୍ରଟିକ ସ୍ତୁଡେଣ୍ଟ ଅର୍ଗାନାଇଜେସନ ପକ୍ଷରୁ ଆଜି ଶତାଧିକ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ରାଜ୍ୟ ସରକାରଙ୍କ ପ୍ରାଥମିକ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.