ETV Bharat / state

ନାଗରିକତା ବିଲ ବିରୋଧରେ ବାରିପଦାରେ ବିକ୍ଷୋଭ - national register of citizens

ଗତକାଲି ବାରିପଦାରେ ନାଗରିକତା ବିଲ ବିରୋଧରେ ବିକ୍ଷୋଭ ଦେଖିବାକୁ ମିଳିଛି ।

Baripada
ନାଗରିକତା ବିଲ ବିରୋଧରେ ବାରିପଦାରେ ବିକ୍ଷୋଭ
author img

By

Published : Dec 21, 2019, 4:45 AM IST

ବାରିପଦା: ନାଗରିକ ସଂଶୋଧନ ଆଇନ ବିରୋଧରେ ସାରା ଦେଶରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଏହାର ପ୍ରଭାବ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମଧ୍ୟ ଗତକାଲି ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସହରରେ ମୁସଲିମ ସମ୍ପ୍ରଦାୟର ଶହ ଶହ ଲୋକ ନାଗରିକ ସଂଶୋଧନ ଆଇନକୁ ବିରୋଧ କରିବା ସହ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭକାରୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ନାଗରିକତା ବିଲକୁ ବିରୋଧ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ନଗରିକତା ବିଲ ସଂଶୋଧନ ଦାବିରେ ବାରିପଦାରେ ମୁସଲିମ ସମ୍ପ୍ରଦାୟର ଲୋକେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।

Body:ନଗରିକ ସଂଶୋଧନ ଆଇନ ବିରୋଧରେ ସାରା ଦେଶରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏହାର ପ୍ରଭାବ ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରରେ ମଧ୍ୟ ଶୁକ୍ରବାର ଦେଖିବାକୁ ମିଳିଛି। ବାରିପଦା ସହର ରେ ଥିବା ମୁସଲିମ ସମ୍ପ୍ରଦାୟର ଶହ ଶହ ଲୋକ ଶୁକ୍ରବାର ଏକ ରାଲିରେ ସହର ପରିକ୍ରମା କରିବା ସହ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନଗରିକତା ବିଲ ସିଏଏ ଓ ସିଏବି କୁ ବିରୋଧ କରି ମୁସଲିମ ସମ୍ପ୍ରଦାୟର ଶହ ଶହ ଲୋକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିରୋଧରେ ସ୍ଲୋଗାନ ଦେଇ ନଗରିକତା ବିଲ କୁ ବିରୋଧ କରିଛନ୍ତି।
ବାଇଟ-୧-ମହମ୍ମଦ ନଜୀରଉଲହକ-ବାରିପଦା ବାସିନ୍ଦା
ବାଇଟ-୨-ସେକ ଆସରଫ ଅଲ୍ଲୀ-ବାରିପଦା ବାସିନ୍ଦା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.