ETV Bharat / state

ମୋବାଇଲ ଲାଇଟରେ ଦେଖା ଚାଲିଛି ଯୁକ୍ତଦୁଇ ପରୀକ୍ଷା ଖାତା

ମୟୁରଭଞ୍ଜ ଏମପିସି କଲେଜରେ ମୋବାଇଲ ଲାଇଟରେ ଦେଖା ଚାଲିଛି ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ।

author img

By

Published : May 14, 2019, 8:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ବାରିପଦା: ମୟୁରଭଞ୍ଜ ଏମପିସି କଲେଜରେ ମୋବାଇଲ ଲାଇଟରେ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଚାଲିଥିବା ଅଭିଯୋଗ ହୋଇଛି । ତେବେ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ଖାତା ଦେଖା ସମୟରେ ହଠାତ ଝଡବର୍ଷା ଯୋଗୁଁ କିଛି ସମୟ ପାଇଁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଫଳରେ ମୋବାଇଲ ଟର୍ଚ୍ଚ ଲାଇଟରେ ଖାତା ଦେଖିଥିଲେ ଅଧ୍ୟାପକ ଓ ଅଧ୍ୟାପିକା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ତେବେ ଦିନ 2ଟାରୁ ପାଖାପାଖି 20ରୁ 25 ମିନିଟ ବର୍ଷା ଲାଗିଥିବା ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଏହି ସମୟରେ ଖାତା ଦେଖା ବନ୍ଦ କରିବା ପରିବର୍ତ୍ତେ ମୋବାଇଲ ଲାଇଟରେ ଖାତା ଦେଖିଥିଲେ ଅଧ୍ୟାପକ । ବର୍ଷା ପବନ ଛାଡିବା ପରେ ଖାତା ଦେଖା ସ୍ବାଭାବିକ ଚାଲିଥିବା ଅଧ୍ୟାପକ ଓ ଅଧ୍ୟାପିକାମାନେ ସୂଚନା ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

SLUG-PLUS TWO EVALUATION
AVO-MRUTYUNJAY SENAPATI,MAYURBHANJ
DATE-14.05.2019
ANCHOR-ମୟୁରଭଞ୍ଜ ଜିଲ୍ଲା ଏମ୍ ପି ସି ଅଟୋନମାସ କଲେଜ ରେ ଯୁକ୍ତ ଦୁଇ ପରୀକ୍ଷା ର ଖାତା ଦେଖା ଚାଲିଥିବା ତେବେ ଦ୍ବିପ୍ରହର ରେ ଝଡ ବର୍ଷା ଯୋଗୁଁ ବିଦ୍ୟୁତ ସଂଯୋଗ କଟିଥିଲା। ଏମ୍ ପି ସି ଅଟୋନମାସ କଲେଜ ରେ ଖାତା ଦେଖୁଥିବା ଅଧ୍ୟାପକ ମାନେ ନିଜ ନିଜ ର ମୋବାଇଲ ଟର୍ଚ୍ଚ ରେ ଖାତା ଦେଖୁଥିଲେ।  ବିଦ୍ୟୁତ ସରବରାହ ବନ୍ଦ ପାଇଁ ନିଜ ନିଜ ମୋବାଇଲ ଟର୍ଚ୍ଚ ରେ ଖାତା ଦେଖିଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା ମାନେ। ତେବେ ଦିନ 2 ଟାରୁ ପାଖାପାଖି  20 ରୁ 25 ମିନିଟ ବର୍ଷା ଲାଗିଥୁବା ପର୍ଯ୍ୟନ୍ତ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ଷା ପବନ ଛାଡିବା ପରେ ଖାତା ଦେଖା ଠିକ ଠାକ ଚାଲିଥିବା। ବାରିପଦା ସହର ରେ ପ୍ରବଳ ବର୍ଷା ପବନ ପାଇଁ ବିଦ୍ୟୁତ ସରବରାହ ବନ୍ଦ ରହିଛି।

Visual FTP
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.