ETV Bharat / state

ଠାକୁରମୁଣ୍ଡା ଅଗ୍ନିଶମ ବିଭାଗର ମକଡ୍ରିଲ କାର୍ଯ୍ୟକ୍ରମ - mock-drill program of the Thakurmunda Fire Department

ଠାକୁରମୁଣ୍ଡା ଅଗ୍ନିଶମ ବିଭାଗର ମକଡ୍ରିଲ କାର୍ଯ୍ୟକ୍ରମ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଥିଲା ବେଳେ ଏହା ଆଜି(20 ତାରିଖ) ଶେଷ ହେବାର ଅଛି । ଅଧିକ ପଢନ୍ତୁ...

ଠାକୁରମୁଣ୍ଡା ଅଗ୍ନିଶମ ବିଭାଗର ମକଡ୍ରିଲ କାର୍ଯ୍ୟକ୍ରମ

author img

By

Published : Apr 20, 2021, 7:30 AM IST

ରାଇରଙ୍ଗପୁର: ଠାକୁରମୁଣ୍ଡା ଅଗ୍ନିଶମ ବିଭାଗର ମକଡ୍ରିଲ କାର୍ଯ୍ୟକ୍ରମ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଥିଲା ବେଳେ ଏହା ଆଜି(20 ତାରିଖ) ଶେଷ ହେବାର ଅଛି । ଏହି ଅବସରରେ ପଡିଆବେଡା କଲେଜ, ସ୍ବାସ୍ଥ୍ୟ କେନ୍ଦ୍ର, ଠାକୁରମୁଣ୍ଡା କଲେଜ, ସାତକୋଶିଆ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଚମ୍ଫାଝର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସଚେତନତା ଉଦ୍ଦେଶ୍ୟରେ ଏହି ମକଡ୍ରିଲ ପ୍ରଦର୍ଶନ କରିବା ସହିତ ଅଗ୍ନିକାଣ୍ଡ ନିୟନ୍ତ୍ରଣ ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଇଛି ।

ଠାକୁରମୁଣ୍ଡା ଅଗ୍ନିଶମ ବିଭାଗର ମକଡ୍ରିଲ କାର୍ଯ୍ୟକ୍ରମ

ରୋଷେଇ ସମୟରେ ଯଦି ନିଆଁ ଲାଗିଲେ ତାକୁ କିପରି ଭାବେ ଆୟତ୍ତ କରିହେବ, ତାହା ପ୍ରଦର୍ଶନ କରି ଦେଖିବା ସହିତ ଏଥିରୁ ରକ୍ଷା ପାଇବା ପାଇଁ କି କି ପଦକ୍ଷେପ ଗ୍ରହଣ କରାଯାଇପାରିବ ତାକୁ ବଝାଇଥିଲେ । ଏବଂ ସେଠାରେ ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଅଧିକାରୀ ଦୋଳଗୋବିନ୍ଦ ତ୍ରିପାଠୀଙ୍କ ତତ୍ତ୍ବାବଧାନରେ କୌଶକ୍ ରାଉତ, ଦିପକ ବେହେରା, ଦିପକ ଦେଓ ପ୍ରମୁଖ ଅଗ୍ନିଶମ କର୍ମଚାରୀ ମକଡ୍ରିଲ ପ୍ରଦର୍ଶନ କରିବା ସହିତ ସରକାରଙ୍କ ଦ୍ବାରା ଦିଆଯାଇଥିବା ନୂଆ ନଂ ୧୧୨ ରେ ଫୋନ କରିବାକୁ ସଚେତନତା କରାଯାଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.