ETV Bharat / state

ମହୁମାଛି ଆକ୍ରମଣରେ ଯୁବକ ଗୁରୁତର - ମହୁମାଛି ଆକ୍ରମଣ

ମହୁମାଛି ଆକ୍ରମଣରେ ଯୁବକ ଗୁରୁତର ହୋଇଥିବା ସୂଚନା । ଘଟଣାଟି ହେଉଛି ବାଦାମପାହାଡ଼ ଥାନା ଅଧୀନସ୍ଥ କାଶିଆବେଡା ଗ୍ରାମର ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Sep 15, 2019, 4:46 AM IST

ରାଇରଙ୍ଗପୁର: ମହୁମାଛି ଆକ୍ରମଣରେ ଯୁବକ ଗୁରୁତର ହୋଇଥିବା ସୂଚନା । ଘଟଣାଟି ହେଉଛି ବାଦାମପାହାଡ଼ ଥାନା ଅଧୀନସ୍ଥ କାଶିଆବେଡା ଗ୍ରାମର । ମହୁମାଛି ଆକ୍ରମଣରେ ଗୁରୁତର ହୋଇଥିବା ଯୁବକ ଜଣକ ହେଉଛନ୍ତି ସମ୍ପୃକ୍ତ ଗ୍ରାମର ଶ୍ରୀକାନ୍ତ ମହାନ୍ତଙ୍କ ପୁଅ କାଳି ଚରଣ ମହାନ୍ତ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ ଘରେ କାଳି ଗୃହପାଳିତ ଛେଳି ପାଇଁ ପତ୍ର ସଂଗ୍ରହ କରିବା ପାଇଁ ଯାଇଥିଲେ। ହେଲେ ପତ୍ର ସଂଗ୍ରହ କରୁଥିବା ସମୟରେ ସେଠାରେ ବସା ବାନ୍ଧି ଥିବା ମହୁମାଛି ତାଙ୍କୁ ଆକ୍ରମଣ କରିଥିଲେ। କାଳିଙ୍କର ମୁହଁ, ହାତ ଓ ଗୋଡରେ ମହୁମାଛି ଆକ୍ରମଣ କରିବାରୁ ସେ ଚେତାଶୂନ୍ୟ ହୋଇ ପଡି ଯାଇଥିଲେ।

ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମହୁମାଛି ଆକ୍ରମଣରେ ଜଣେ ଯୁବକ ଗୁରୁତର। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଧୀନରେ ଥିବା କାଶିଆବେଡା ଗ୍ରାମରେ। ଗୁରୁତର ଆହତ ହୋଇଥିବା ଯୁବକ ଜଣକ ହେଲେ ସେହି ଗ୍ରାମର ଶ୍ରୀକାନ୍ତ ମହାନ୍ତ ଙ୍କ ପୁଅ କାଳି ଚରଣ ମହାନ୍ତ। ସୂଚନା ଅନୁଯାୟୀ ଘରେ ପାଳିଥିବା ଛେଳି ପାଇଁ ପତ୍ର ସଂଗ୍ରହ କରିବା ପାଇଁ ଯାଇଥିଲେ। ତେବେ ପତ୍ର ସଂଗ୍ରହ କରୁଥିବା ସମୟରେ ସେଠାରେ ବସା ବାନ୍ଧି ରହିଥିବା ମହୁମାଛି ତାଙ୍କୁ ଆକ୍ରମଣ କରିଥିଲେ। ମୁହଁ ହାତ ଗୋଡ଼ ରେ ମହୁମାଛି ଆକ୍ରମଣ କରିବାରୁ ସେ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.