ETV Bharat / state

କୁଡୁମୀଙ୍କ ନିଆରା ପର୍ବ ‘ଟୁସୁ’

author img

By

Published : Jan 13, 2020, 11:46 PM IST

ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଟୁସୁ ପର୍ବ ପାଳିତ । ପୌଷ ମାସର ଆରମ୍ଭରୁ ଏକ ମାସ ଧରି ଚାଲିଥିବା ଏହି ପର୍ବ ମକର ସଂକ୍ରାନ୍ତିରେ ଉଦଯାପିତ ହୋଇଥାଏ । ଅଧିକ ପଢ଼ନ୍ତୁ..

kudumi tribals of mayurbhaj, celebrates tusu festival,  tusmani the goddess of crops, ଆଦିବାସୀଙ୍କ ନିଆରା ପର୍ବ ଟୁସୁ,  ଶସ୍ୟ ଦେବୀ ଟୁସୁମନି, ପ୍ରକୃତି ପୂଜକ କୁଡୁମୀ
ଆଦିବାସୀଙ୍କ ନିଆରା ପର୍ବ ‘ଟୁସୁ’

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଡିନି ଟୁସୁ ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ । ପ୍ରକୃତି ପୂଜକ କୁଡୁମୀ ମାନେ ଟୁସୁମନିଙ୍କୁ ଶସ୍ୟ ଦେବୀ ଭାବେ ଆରାଧନା କରିଥାନ୍ତି ।

କୁଡୁମୀଙ୍କ ନିଆରା ପର୍ବ ‘ଟୁସୁ’

ଏହି ଅବସରରେ ପୌଷ ମାସର ଆରମ୍ଭରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସମସ୍ତେ ଏକତ୍ରିତ ହୋଇଥାନ୍ତି । ପରମ୍ପରା ଅନୁସାରେ କୁମାରୀ ମାନେ ଟୁସୁ ଦେବୀଙ୍କୁ ଧୂପ ଦୀପ ଦେଇ ବନ୍ଦାପନା କରନ୍ତି। ପୌଷ ମାସରେ ଟୁସୁଦେବୀଙ୍କ ଆରାଧନା ଓ ପାରମ୍ପରିକ ନାଚ ଗୀତରେ ଗାଁ ଗୁଡିକ ଆଧ୍ୟାତ୍ମିକ ଓ ସଦଭାବନାର ବାତାବରଣରେ ଭରି ଯାଏ ।

ପ୍ରତ୍ୟେକ ବର୍ଷ ଡିସେମ୍ବର 15ରୁ ଜାନୁଆରୀ 15 ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ପାରମ୍ପରିକ ରୀତିନୀତି ସହ ଜାକଜମକରେ ଡିନି ଟୁସୁ ଥାପନା କାର୍ଯ୍ୟକ୍ରମ ଚାଲିଥାଏ । ମକର ସଂକ୍ରାନ୍ତି ଦିନ କୁଡୁମୀ ମାନେ ଟୁସୁ ଦେବୀଙ୍କୁ ବିସର୍ଜନ କରିଥାନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଡିନି ଟୁସୁ ଥାପନା କାର୍ଯ୍ୟକ୍ରମ।
ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଡିନି ଟୁସୁ ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରକୃତି ପୂଜକ କୁଡୁମି ମାନେ ଟୁସୁମନି ଙ୍କୁ ଶସ୍ୟ ଦେବୀ ଭାବେ ଆରାଧନା କରିଥାନ୍ତି। ଏହି ଅବସରରେ ପୌଷ ମାସର ଆରମ୍ଭରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସମସ୍ତେ ଏକତ୍ରିତ ହୋଇଥାନ୍ତି । ପରମ୍ପରା ଅନୁସାରେ କୁମାରୀ ମାନେ ଟୁସୁ ଦେବୀଙ୍କୁ ଧୂପ ଦୀପ ଦେଇ ବନ୍ଦାପନା କରିଥାନ୍ତି। ପୌଷ ମାସରେ ଟୁସୁଦେବୀଙ୍କ ଆରାଧନା ଓ ପାରମ୍ପରିକ ନାଚ ଗୀତରେ ଗାଁ ଗୁଡିକ ଆଧ୍ୟାତ୍ମିକ ଓ ସଦଭାବନାର ମହୋତ୍ସବ ପରି ଅନୁଭବ ହୋଇଥାଏ । ପ୍ରତେକ ବର୍ଷ ଡିସେମ୍ବର 15 ରୁ ଜାନୁଆରୀ 15 ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ପାରମ୍ପରିକ ରୀତିନୀତି ସହ ବହୁ ଯାକ ଯମକରେ ଡିନି ଟୁସୁ ଥାପନା କାର୍ଯ୍ୟକ୍ରମ ଚାଲିଥାଏ । ମକର ସଂକ୍ରାନ୍ତି ଦିନ କୁଡୁମୀ ମାନେ ଟୁସୁ ଦେବୀ ଙ୍କୁ ବିସର୍ଜନ କରିଥାଆନ୍ତି।
ବାଇଟ୧_ ଲକ୍ଷ୍ମୀଧର ମହାନ୍ତ, ବାସିନ୍ଦା, ରାଇରଙ୍ଗପୁର।
ବାଇଟ୨_ ତନୁଶ୍ରୀ ମହାନ୍ତ, ବାସିନ୍ଦା, ରାଇରଙ୍ଗପୁର।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.