ETV Bharat / state

ଚୋରାକାଠ ଚାଲାଣବେଳେ ପିକଅପ ଭ୍ୟାନ ଜବତ, 2 ଗିରଫ

ମୟୁରଭଞ୍ଜ ଜିଲ୍ଲାରେ ଶାଳକାଠ ଗଣ୍ଡି ସହ ପିକଅପ ଭ୍ୟାନ ଜବତ । ଓଡିଶାରୁ ପଶ୍ଚିମବଙ୍ଗକୁ ଚାଲାଣ ବେଳେ ଜବତ କରିଛି ବନବିଭାଗ ।

author img

By

Published : Oct 3, 2019, 6:35 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ମୟୁରଭଞ୍ଜ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଜାଲାଦା ନିକଟରୁ କାଠ ଗଣ୍ଡି ବୋଝେଇ ପିକଅପ ଭ୍ୟାନକୁ ଜବତ କରିଛି ବନବିଭାଗ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ମୟୁରଭଞ୍ଜ

ବାଙ୍ଗରିପୋଷୀ ରେଞ୍ଜରଙ୍କ ନିର୍ଦେଶରେ ଚଢ଼ାଉ କରି ୧୬ଟି ଶାଳ କାଠ ଗଣ୍ଡି ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୫୦,୦୦୦ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ବନବିଭାଗ କହିଛି । କାଠଗଣ୍ଡି ଗୁଡିକ ଓଡିଶାରୁ ପଶ୍ଚିମବଙ୍ଗ ଚୋରାଚାଲାଣ ହେଉଥିଲା । କୌଣସି ସୂତ୍ରରୁ ଖବର ପାଇ ବନବିଭାଗ କାଠ ସହ ପିକଅପକୁ ଜବତ କରିଛି । ଚୋରା କାଠ ସହ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନେ ହେଲେ ବାରୁଆବେଡା ଗ୍ରାମର କୃଷ୍ଣଚନ୍ଦ୍ର ଚୌଧୁରୀ, କପାଡ଼ିହା ଗ୍ରାମର ବୈକୁଣ୍ଠନାଥ ପାତ୍ର। କେସ ନମ୍ବର ୮୨ ରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି ବନବିଭାଗ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ବାଙ୍ଗିରିପୋଷି ରେଞ୍ଜ ଜାଲାଦା ନିକଟ ରୁ କାଠ ଗଣ୍ଡି ବୋଝେଇ ପିକଅପ କୁ ଜବତ କରିଛି ବନବିଭାଗ - ବାଙ୍ଗରିପୋଷୀ ରେଞ୍ଜରଙ୍କ ନିର୍ଦେଶ ରେ ଚଢ଼ାଉ କରି ୧୬ଟି ଶାଳ କାଠ ଗଣ୍ଡି ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୫୦୦୦୦ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ବନବିଭାଗ କହିଛି । କାଠଗଣ୍ଡି ଗୁଡିକ ଓଡିଶା ରୁ ପଶ୍ଚିମବଙ୍ଗ ଚୋରାଚାଲାଣ ହେଉଥିବା ବନବିଭାଗ ଖବର ପାଇଁ କାଠ ସହ ପିକଅପ ଜବତ କରିଛି - ଚୋରା କାଠ ସହ ଦୁଇ ଜଣ ଆସାମୀ ଙ୍କୁ ମଧ୍ୟ ଗିରଫ କରିଛି ବନବିଭାଗ - ଆସାମୀ ଦୁଇ ଜଣ ହେଲେ ବାରୁଆବେଡା ଗ୍ରାମ ର କୃଷ୍ଣଚନ୍ଦ୍ର ଚୌଧୁରୀ,କପାଡ଼ିହା ଗ୍ରାମ ର ବୈକୁଣ୍ଠନାଥ ପାତ୍ର,। ଗିରଫ ପରେ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।କେଶ ନମ୍ବର ୮୨ ରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି ବନବିଭାଗ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.