ETV Bharat / state

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - baripada

ମୟୂରଭଞ୍ଜ ଜିଲ୍ଲା ସୋରାଶଳ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jul 9, 2019, 8:13 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ସୋରାଶଳ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ଆଜି(ମଙ୍ଗଳବାର) ଦ୍ବିପ୍ରହରରେ ସୋରାଶଳ ଗାଁର କିଛି ଲୋକ ଜଙ୍ଗଲକୁ ଯାଇଥିବାବେଳେ ଏକ ଶାଳ ଗଛରେ ମହିଳାଙ୍କର ମୃତ ଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ମହିଳା ଜଣଙ୍କ ଆତ୍ମହତ୍ୟା ନୁହେଁ ବରଂ କେହି ହତ୍ୟା କରି ଟାଙ୍ଗି ଦେଇଥିବା ଅନୁମାନ କରାଯାଉଛି । ମୃତ ମହିଳାଙ୍କ ଶରୀର ଅଧାରୁ ଅଧିକ ପୋଡି ଯାଇଥିବା ବେଳେ ଶାଢୀରେ ଟାଙ୍ଗି ଝୁଲାଇ ଦିଆଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିନଥିବାବେଳେ ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ଅଭିଯୋଗ କରିଛନ୍ତି ଲୋକେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ସୋରାଶଳ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଅର୍ଦ୍ଧ ଦଗ୍ଧ ମହିଳା ର ମୃତ ଦେହ ଉଦ୍ଧାର। ଆଜି ଦ୍ବିପ୍ରହର ରେ ସୋରାଶଳ ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଏକ ଶାଳ ଗଛରେ ଜଣେ ମହିଳା ର ମୃତ ଦେହ ଝୁଲୁ ଥିବା ଦେଖିବାକୁ ପାଇଥିଲେ। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ମହିଳା ଜଣଙ୍କ ଆତ୍ମହତ୍ୟା ନୁହେଁ ବରଂ କେହି ମାରି ଟାଙ୍ଗି ଦେଇଛି ଗଛରେ। ମୃତ ମହିଳା ର ଶରୀର ଅଧାରୁ ଅଧିକ ପୋଡି ଯାଇଥିବା ବେଳେ ଶାଢୀ ରେ ଝୁଲାଇ ଦିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ମହିଳା ଙ୍କ ପରିଚୟ ମିଳିନଥିବା ବେଳେ ମୋରଡ଼ା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନାହିଁ।

Body:ତେବେ ଅନୁମାନ କରାଯାଉଛି ମୃତ ମହିଳା ର ବୟସ 35 ରୁ ଉର୍ଦ୍ଧ୍ବ ହେବ।
ବାଇଟ-ଝାଡେଶ୍ଵର ପାତ୍ର-ସ୍ଥାନୀୟ ବାସିନ୍ଦା
ବାଇଟ-କିତନ ମାଝୀ-ସ୍ଥାନୀୟ ବାସିନ୍ଦା

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.