ETV Bharat / state

କୂଅରେ ପଡିଲା ଝାଡଖଣ୍ଡୀ ହାତୀ, ଉଦ୍ଧାର କଲା ବନବିଭାଗ

କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । ସୀମାନ୍ତ ରାଜ୍ୟ ଝାଡଖଣ୍ଡରୁ ମାସେରୁ ଉର୍ଦ୍ଧ୍ବ ଦିନ ହେଲାଣି 21 ଟିକିଆ ହାତୀପଲ କରଞ୍ଜିଆ ବନଖଣ୍ଡରେ ପ୍ରବେଶ କରିଛନ୍ତି ।

author img

By

Published : Aug 18, 2020, 3:00 PM IST

forest department rescued elephant
କୂଅରେ ପଡିଲା ହାତୀ, ଉଦ୍ଧାର କଲେ ବନବିଭାଗ

ରାଇରଙ୍ଗପୁର: କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । ହାତୀ ପଲ ବର୍ତ୍ତମାନ କରଞ୍ଜିଆ ବନଖଣ୍ଡ ବଡ ଦେଉଳି ଜଙ୍ଗଲରେ ସୋମବାର ରାତିରେ ଏକ ମାଇ ହାତୀ ଚାଷ ଜମି ନିକଟରେ ଥିବା ଏକ କୂଅରେ ପଡିଯାଇଥିବାର ଦେଖିବାକୁ ମିଳିଥିଲା । ହାତୀପଲଙ୍କୁ ଡ୍ରାଇଭ୍ କରୁଥିବା ଟିମ ତୁରନ୍ତ ଜେସିବି ମେସିନ ଲଗାଇ ହାତୀଟିକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।

କୂଅରେ ପଡିଲା ହାତୀ, ଉଦ୍ଧାର କଲେ ବନବିଭାଗ

ସୀମାନ୍ତ ରାଜ୍ୟ ଝାଡଖଣ୍ଡରୁ ମାସେରୁ ଉର୍ଦ୍ଧ୍ବ ଦିନ ହେଲାଣି 21ଟି ହାତୀ କରଞ୍ଜିଆ ବନଖଣ୍ଡରେ ପ୍ରବେଶ କରିଛନ୍ତି । ତେବେ ମାସକ ଭିତରେ ହାତୀର ପରିବାରର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । କରଞ୍ଜିଆ ବନଖଣ୍ଡରେ ଦୁଇଟି ହାତୀ ଛୁଆ ଜନ୍ମ ହୋଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.