ETV Bharat / state

5 ଡକାୟତଙ୍କୁ ଗିରଫ କଲା ପୋଲିସ

author img

By

Published : Mar 21, 2021, 9:01 PM IST

ପୁରୀ କାକଟପୁର ପୋଲିସ ଏକ 5 ଜଣିଆ ଡ଼କାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। କାକଟପୁର ଥାନା ସୋମନାଥପୁର ପେଟ୍ରୋଲ ପମ୍ପ ନିକଟରୁ 20 ତାରିଖ ବିଳମ୍ବିତ ରାତିରେ ଏହି ଡ଼କାୟତଙ୍କୁ ଧରିଛି ପୋଲିସ। ଅଧିକ ପଢନ୍ତୁ...

5 ଡକାୟତଙ୍କୁ ଗିରଫ କଲା ପୋଲିସ
5 ଡକାୟତଙ୍କୁ ଗିରଫ କଲା ପୋଲିସ

ପୁରୀ: 5 ଡକାୟତଙ୍କୁ ଗିରଫ କଲା ପୋଲିସ । ପୁରୀ କାକଟପୁର ପୋଲିସ ଏକ 5 ଜଣିଆ ଡ଼କାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। କାକଟପୁର ଥାନା ସୋମନାଥପୁର ପେଟ୍ରୋଲ ପମ୍ପ ନିକଟରୁ 20 ତାରିଖ ବିଳମ୍ବିତ ରାତିରେ ଏହି ଡ଼କାୟତଙ୍କୁ ଧରିଛି ପୋଲିସ।

5 ଡକାୟତଙ୍କୁ ଗିରଫ କଲା ପୋଲିସ
5 ଡକାୟତଙ୍କୁ ଗିରଫ କଲା ପୋଲିସ

ତେବେ ରାତିରେ ଉକ୍ତ ରାସ୍ତା ଦେଇ ଯାଉଥିବା ବ୍ୟକ୍ତିଙ୍କ ଠାରୁ ଲୁଟ ଉଦ୍ଦେଶ୍ୟରେ ଡ଼କାୟତମାନେ ଏକାଠି ହୋଇଥିବା ଜାଣି ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା। ସମସ୍ତ 5 ଜଣ ଡ଼କାୟତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି ।

5 ଡକାୟତଙ୍କୁ ଗିରଫ କଲା ପୋଲିସ
5 ଡକାୟତଙ୍କୁ ଗିରଫ କଲା ପୋଲିସ

ଗିରଫ ଅଭିଯୁକ୍ତମାନେ ଉକ୍ତ ଅଞ୍ଚଳରେ ଛେଳି ଚୋରି କରୁଥିବା ମଧ୍ୟ ଜଣାପଡିଛି। କଟକ ନିଆଳିର କଲିମ ଶାହା ଓ ତାର 4 ସାଥିକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କ ଠାରୁ ଖଣ୍ଡା, ଲୁହା ରଡ଼, ଛୁରୀ ସମେତ ଏକ କାର ଜବତ କରିଛି ପୋଲିସ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.