ETV Bharat / state

ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ ଅଡିଓ ଭାଇରାଲ ଘଟଣା, ୩ ପୋଲିସ କର୍ମଚାରୀ ନିଲମ୍ୱିତ - ପୋଲିସ କର୍ମଚାରୀ ନିଲମ୍ୱିତ

ମହଙ୍ଗା ପଡିଲା ଗୋରୁ ଗାଡିରୁ ଚାନ୍ଦା ଆଦାୟ । ୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ୱିତ କଲେ ମୟୂରଭଞ୍ଜ ଏସପି । ଅଧିକ ପଢନ୍ତୁ

ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ ଅଡିଓ ଭାଇରାଲ ଘଟଣା, ୩ ପୋଲିସ କର୍ମଚାରୀ ନିଲମ୍ୱିତ

author img

By

Published : May 5, 2022, 1:19 PM IST

ବାରିପଦା: ମହଙ୍ଗା ପଡିଲା ଗୋରୁ ଗାଡିରୁ ଚାନ୍ଦା ଆଦାୟ । ଝାରପୋଖରିଆ ଥାନାର 3 ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ମୟୂରଭଞ୍ଜ ଏସପି । ନିକଟରେ ଗୋରୁ ଗାଡିରୁ ଚାନ୍ଦା ଆଦାୟ ସମ୍ପର୍କିତ ଏକ ଅଡିଓ ଭାଇରାଲ ସମ୍ପର୍କରେ ସୂଚନା ପାଇ ଏସପି ଋଷିକେଶ ଦ୍ୟାନଦେଓ ଖିଲାରୀ ଏହି ନିଲମ୍ବନ ଆଦେଶ ଦେଇଛନ୍ତି । ନିଲମ୍ବିତ କର୍ମଚାରୀମାନେ ହେଲେ ଏଏସଆଇ ସ୍ମୃତି ରଞ୍ଜନ ସ୍ବାଇଁ, ଚନ୍ଦନ କୁମାର ସିଂ ଏବଂ କନେଷ୍ଟବଳ ଦୀପକ କୁମାର ପାଲ ବାବୁ ।

ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ ଅଡିଓ ଭାଇରାଲ ଘଟଣା,

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ଗୋରୁ ଗାଡିରୁ ଚାନ୍ଦା ଆଦାୟ ଅଭିଯୋଗ ହୋଇଥିଲା । ଏହାର ଏକ ଅଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯାହାକୁ ନେଇ ଏସପି ତଦନ୍ତ ଆରମ୍ଭ କରିଥିଲେ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସେ ଝାରପୋଖରିଆ ଥାନାର ୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.