ETV Bharat / state

ରାଇରଙ୍ଗପୁରରେ ହାତୀ ଉପଦ୍ରବ, ଲୋକେ ଆତଙ୍କିତ

ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜରେ ମାତିଛନ୍ତି ହାତୀପଲ । ଫଳରେ ବାଢୁଣିଆ ଅଞ୍ଚଳର ଚାଷ ଜମିରେ ପଶି ଧାନ ଗଛ ଖାଇବା ସହ ଓ ଫସଲ ଦଳିଚକଟି ନଷ୍ଟ କରି ଦେଇଥିବା ଜଣାପଡିଛି ।

rairangpur
ବନଖଣ୍ଡ ମଣଦା ରେଞ୍ଜରେ ମାତିଛନ୍ତି ହାତୀପଲ
author img

By

Published : Aug 20, 2020, 6:32 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜରେ ହାତୀ ଉପଦ୍ରବ । ଗତକାଲି(ବୁଧବାର) ରାତିରେ ହାତୀମାନେ ବାଢୁଣିଆ ଅଞ୍ଚଳର ଚାଷ ଜମିରେ ପଶି ଧାନ ଗଛ ଖାଇବା ସହ ଓ ଫସଲ ଦଳିଚକଟି ନଷ୍ଟ କରି ଦେଇଥିବା ଜଣାପଡିଛି ।

ବନଖଣ୍ଡ ମଣଦା ରେଞ୍ଜରେ ମାତିଛନ୍ତି ହାତୀପଲ

କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ଗରିବ ଶ୍ରେଣୀର ହୋଇଥିବାବେଳେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି । ସେପଟେ ହାତୀ ଘଉଡାଇବା ନେଇ ବନବିଭାଗ ଉଦ୍ୟମ ଜାରି ରଖିଥିବାବେଳେ ଶିମିଳିପାଳ ଅଭୟାରଣ୍ୟର ହାତୀ ବୋଲି ମଣଦା ରେଞ୍ଜର ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.