ETV Bharat / state

କରଞ୍ଜିଆରେ ଥମୁନି ହାତୀ ଆତଙ୍କ: ଭାଙ୍ଗିଲେ ଘର ଖାଇଲେ ଫସଲ - elephant destroyed 2 house in rairangpur

ଗତ ଦୁଇଦିନ ମଧ୍ୟରେ 22ଟିକିଆ ହାତୀପଲ କରଞ୍ଜିଆରେ ୮ଟି ଘର ଭାଙ୍ଗିଥିବା ଜଣାପଡିଛି । ଦିନକୁ ଦିନ ମୟୁରଭଞ୍ଜ କରଞ୍ଜିଆ ବନଖଣ୍ଡ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀପଲଙ୍କ ଆତଙ୍କ ବଢି ଚାଲିଛି ।

elephant destroyed
ଥମୁନି ହାତୀ ଆତଙ୍କ
author img

By

Published : Dec 24, 2019, 12:45 PM IST

Updated : Dec 24, 2019, 3:05 PM IST

ରାଇରଙ୍ଗପୁର: କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ପୁଣି ହାତୀ ଆତଙ୍କ । 2ଟି ଘର ଭାଙ୍ଗିବା ସହ ନଷ୍ଟ କଲେ ପରିବା ଚାଷ । ଏହାସହ କଲନ୍ଦା ଗ୍ରାମରେ ବ୍ୟାପକ ପରିବା ଚାଷ ଦଳି ଚକଟି ନଷ୍ଟ କରିବା ସହ ପରିବା ଖାଇ ଯାଇଛନ୍ତି ହାତୀପଲ।

ଗତ ଦୁଇଦିନ ମଧ୍ୟରେ ଏହି ହାତୀପଲ ୮ ଟି ଘର ଭାଙ୍ଗିଥିବା ଜଣାପଡିଛି । ଗତ କିଛିଦିନ ହେବ ମୟୁରଭଞ୍ଜ କରଞ୍ଜିଆ ବନଖଣ୍ଡ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀପଲଙ୍କ ଆତଙ୍କ ବଢି ବଢି ଚାଲିଛି ।

ଥମୁନି ହାତୀ ଆତଙ୍କ

ତେବେ ଗତକାଲି(ସୋମବାର) ବିଳମ୍ବିତ ରାତିରେ କରଞ୍ଜିଆ ବନଖଣ୍ଡ ଶୁକୃଳି ବ୍ଲକ ଅଧିନରେ ଥିବା ପଣଶି ଗାଁରେ ପଶି ୧୭ ଟିକିଆ ହାତୀପଲ ବ୍ୟାପକ ଧାନ ଖାଇବା ସହ ୨ ଟି ଘର ଭାଙ୍ଗିଥିବା ଜଣାପଡିଛି । ଏହାସହ ଘରେ ଲାଗିଥିବା ଲୁହା ଗ୍ରୀଲକୁ ହାତୀ ଭାଙ୍ଗି ଦେଇଥିବା ସୂଚନା ମିଳିଛି ।

ଖାଦ୍ୟ ଅନ୍ବେଷଣରେ ଆସି ଏହି ହାତୀପଲ ଘରମାବେଡା ସଂରକ୍ଷିତ ଜଙ୍ଗଲରେ ଥୁବା ଜଣାପଡ଼ିଛି । ଗତ ୨୪ଦିନ ମଧ୍ୟରେ ହାତୀପଲ କରଞ୍ଜିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ପଶି ଏକର ଏକର ଧାନ ଫସଲ ନଷ୍ଟ କରିବା ସହିତ ୨ ଜଣଙ୍କୁ ମାରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସେହିପରି ୨୫ ଟିରୁ ଅଧିକ ଘର ମଧ୍ୟ ଭାଙ୍ଗିଥିବା ବନବିଭାଗ ପକ୍ଷରୁ ସୂଚନା ରହିଥିବାବେଳେ ବନ ବିଭାଗ ହାତୀ ଦାଉରୁ ଲୋକଙ୍କୁ ସୁରକ୍ଷା ଦେଇ ପାରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି ।

ରାଇରଙ୍ପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଆତଙ୍କ, ପୁଣି ଭାଙ୍ଗିଲେ ୨ ଟି ଘର । ଗତ ଦୁଇ ଦିନ ମଧ୍ୟରେ ହାତୀପଲ ଭାଙ୍ଗିଲେଣି ୮ ଟି ଘର।
ଜଙ୍ଗଲ କ୍ଷୟହେବା ଦ୍ଵାରା ଖାଦ୍ୟ ଅନ୍ଵେଷଣରେ ଏବେ ହାତୀପଲ ଗାଁ ମୁହାଁ । ତେବେ ବର୍ତ୍ତମାନ କିଛି ଦିନ ହେବ କରଞ୍ଜିଆ ବନଖଣ୍ଡ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ଆତଙ୍କ ବଢି ଚାଲିଛି । ତେବେ ଗତକାଲି ବିଳମ୍ବିତ ରାତିରେ କରଞ୍ଜିଆ ବନଖଣ୍ଡ ଶୁକୃଳି ବ୍ଲକ ଅଧିନ ପଣଶି ଗାଁ ରେ ପଶି ୧୭ ଟିକିଆ ହାତୀପଲ ବ୍ୟାପକ ଧାନ ଖାଇଯିବା ସହିତ ୨ ଟି ଘର ଭାଙ୍ଗିଥିବା ଦେଖିବାକୁ ମିଳିଥିଲା। ଘରେ ଲାଗିଥିବା ଲୁହା ଗ୍ରୀଲ କୁ ହାତୀ ଭାଙ୍ଗି ଦେଇଥିବା ସୂଚନା ମିଳିଛି। ଆଜି ହାତୀପଲ ଘରମାବେଡା ସଂରକ୍ଷିତ ଜଙ୍ଗଲରେ ଥୁବା ଜଣା ପଡ଼ିଛି। ଗତ ୨୪ଦିନ ମଧ୍ୟରେ ହାତୀପଲ କରଞ୍ଜିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ପଶି ଏକର ଏକର ଧାନ ଫସଲ ନଷ୍ଟ କରିବା ସହିତ ୨ ଜଣଙ୍କୁ ମାରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି, ସେହିପରି ୨୫ ଟିରୁ ଅଧିକ ଘର ମଧ୍ୟ ଭାଙ୍ଗିଥିବା ବନବିଭାଗ ପକ୍ଷରୁ ସୂଚନା ।Body:XConclusion:X
Last Updated : Dec 24, 2019, 3:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.