ETV Bharat / state

ମୟୂରଭଞ୍ଜରେ ହାତୀ ଆତଙ୍କ; ଆକ୍ରମଣରେ ଜଣେ ଗୁରୁତର

ମାତିଛନ୍ତି ହାତୀ । ଜଙ୍ଗଲକୁ ପସି ଆସିଛନ୍ତି 14 ଜଣିଆ ପଲ । ଘଉଡ଼ାବାକୁୂ ଯାଇଥିବାବେଳେ ଆକ୍ରମଣ କରିଛନ୍ତି ହାତୀ । ଫଳରେ ଜଣେ ଗୁରୁତର ଆହତ।

author img

By

Published : Aug 18, 2019, 10:43 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ବାରିପଦା: ରାସଗୋବିନ୍ଦପୁର ରେଞ୍ଜକୁ ପସି ଆସିଛନ୍ତି ହାତୀ । 15 ଦିନ ହେବ ରାସଗୋବିନ୍ଦପୁର ବନଖଣ୍ଡରେ ଉତ୍ପାତ କରୁଛନ୍ତି 14 ଜଣିଆ ହାତୀପଲ । ଘଉଡ଼ାଇବାକୁ ଯାଇଥିବା ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ।

ହାତୀ ଆକ୍ରମଣରେ ଜଣେ ଗୁରୁତର

ରବିବାର ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଗୋପୀନାଥପୁର ଅଞ୍ଚଳର କୁଅଁର ମାଝୀ ହାତୀ ଘଉଡ଼ାଇବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହାତୀ ଆକ୍ରମଣରେ କୁଅଁରଙ୍କ ଗୋଡ, ଛାତି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଛନ୍ତି।

ତେବେ ବନବିଭାଗ ପକ୍ଷରୁ କୌଣସି ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିନାହିଁ । ଚିକିତ୍ସା ପାଇଁ ଆବଶ୍ୟକୀୟ ଅର୍ଥ ନିଥିବାରୁ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

:

Intro:Body:ହାତୀ ଆକ୍ରମଣରେ ଜଣେ 55 ବର୍ଷୀୟ ବ୍ୟକ୍ତି ଗୁରୁତର।ଗତ 15 ଦିନ ହେବ ରାସଗୋବିନ୍ଦପୁର ବନଖଣ୍ଡ ଅଧୀନରେ ଏକ 14 ଜଣିଆ ହାତୀପଲ ଏଠାରେ ଉତ୍ପାତ ମଚାଇ ଚାଲିଛନ୍ତି। ଆଜି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଗୋପୀନାଥପୁର ଅଞ୍ଚଳର କୁଅଁର ମାଝୀ ହାତୀ ଘଉଡ଼ାଇ ବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି।ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ତାଙ୍କର ଗୋଡ ,ଛାତି ଓ ମୁଣ୍ଡରେ  ଗଭୀର ଆଘାତ ଲାଗିଥିବା ଯୋଗୁଁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ ପାଇଁ କହିଛନ୍ତି।ତେବେ ବନବିଭାଗ ପକ୍ଷରୁ କୌଣସି ସହାୟତା ମିଳି ନ ଥିବାରୁ କଟକ ନେଇ ଚିକିତ୍ସା କରିବାରେ ବାଧା ସୃଷ୍ଟି ହୋଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.