ETV Bharat / state

ନାଗ ପେଟରୁ ବାହାରିଲା କୁକୁଡା ଅଣ୍ଡା, ଦେଖନ୍ତୁ ଭିଡିଓ

ମୟୂରଭଞ୍ଜ ଜିଲ୍ଲା ଅଧିନ ଡୁକୁରା ବନବିଭାଗ କାର୍ଯ୍ୟାଳୟ ପଛପଟେ ଥିବା ଏକ ବ୍ରଏଲର ଫାର୍ମରେ ଥିବା ନାଗ ସାପ ପେଟରୁ 7ଟି କୁକୁଡା ଅଣ୍ଡା ବାହାରିଛି । ସାପ ଧରାଳି କ୍ରିଷ୍ଣା ଗୋଚ୍ଛାୟତ ସାପ ପେଟରୁ ଅଣ୍ଡା ବାହାର କରି ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ି ଦେଇଛନ୍ତି ।

author img

By

Published : Jun 25, 2019, 3:21 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ବାରିପଦା: ନାଗ ପେଟରେ ସାତୋଟି କୁକୁଡ଼ା ଅଣ୍ଡା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ଏକଦମ ସତ । ଏକ ନାଗସାପ 7ଟି କୁକୁଡା ଅଣ୍ଡା ଥିବା ବେଶ୍‌ ଚର୍ଚ୍ଚା ପାଲଟିଛି । ଏପରି ବିଚିତ୍ର ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଅଧିନ ଡୁକୁରା ବନବିଭାଗ କାର୍ଯ୍ୟାଳୟ ପଛପଟେ ଥିବା ଏକ ବ୍ରଏଲର ଫାର୍ମରେ ।

ଫାର୍ମରେ ଏକ ନାଗସାପ ଥିବାର ଜାଣିବା ପରେ ଫାର୍ମ ମାଲିକ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଖବର ପାଇବା ପରେ ଅଭିଜ୍ଞ ସାପ ଧରାଳି କ୍ରିଷ୍ଣା ଗୋଚ୍ଛାୟତ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହ ତା ପେଟରୁ ଅଣ୍ଡା ମଧ୍ୟ ବାହାର କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ପରେ ନାଗ ସାପଟିକୁ ସୁରକ୍ଷିତ ଭାବେ ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି । ସାପଟିକୁ ଦେଖିବା ପାଇଁ ସେଠାରେ ଶହ ଶହ ଲୋକ ଜମା ହୋଇଥିବାବେଳେ ସାପ ପାଟିରୁ ଅଣ୍ଡା ବାହାରିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ନାଗ ପେଟରୁ ବାହାରିଲା ସାତୋଟି କୁକୁଡ଼ା ଅଣ୍ଡା।ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।ତେବେ ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଅଧିନ ଡୁକୁରା ବନବିଭାଗ କାର୍ଯ୍ୟାଳୟ ପଛପଟେ ଥିବା ଏକ ବ୍ରୋଏଲର ଫାର୍ମ ରେ।ଏଠାରେ ଏକ ନାଗସାପ ଥିବାର ଖବର ଫାର୍ମ ମାଲିକ ପରେ ବନବିଭାଗ କୁ ଖବର ଦେଇଥିଲେ। ବନବିଭାଗ ଖବର ପାଇବା ପରେ ଅଭିଜ୍ଞା ସାପ ଧରାଳି କ୍ରିଷ୍ଣା ଗୋଛାୟତ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହ ତା ପେଟରୁ ଅଣ୍ଡା ମଧ୍ୟ ବାହାର କରିଥିଲେ।Body:ପରେ ନାଗ ସାପଟିକୁ ସୁରକ୍ଷିତ ଭାବେ ଶିମିଳିପାଳ ଅଭୟାରଣ୍ୟ ରେ ଛାଡ଼ିଦେଇଛନ୍ତି। ସାପ ଟିକୁ ଦେଖିବା ପାଇଁ ସେଠାରେ ଶହ ଶହ ଲୋକ ଜମା ହୋଇଥିବା ବେଳେ ସାପ ପାଟିରୁ ଅଣ୍ଡା ବାହାରିବା ଦେଖି ଆଶ୍ଚର୍ଯ୍ୟ ହୋଇଅଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.