ETV Bharat / state

ମୟୂରଭଞ୍ଜରେ ଧର୍ମେନ୍ଦ୍ରଙ୍କ ହାଇଭୋଲଟେଜ ପ୍ରଚାର - road

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ମୟୂରଭଞ୍ଜରେ ମାରାଥନ ପ୍ରଚାର ଓ ରୋଡ ଶୋ’ କରିଛନ୍ତି । ତେବେ ରୋଡ୍‌ ଶୋ’ କରି ବିଜେପି ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Apr 24, 2019, 9:24 PM IST

Updated : Apr 24, 2019, 11:27 PM IST

ବାରିପଦା: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପିର ଜୋରଦାର ପ୍ରଚାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ମୟୂରଭଞ୍ଜରେ ମାରାଥନ ପ୍ରଚାର ଓ ରୋଡ୍‌ ଶୋ’ କରିଛନ୍ତି । ତେବେ ରୋଡ ଶୋ’ କରି ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଜିଲ୍ଲାରେ ପ୍ରଚାର ସାରି ବୁଧବାର ଅପରାହ୍ଣ 5ଟାରେ ଧର୍ମେନ୍ଦ୍ର ବାରିପଦାରେ ରୋଡ ଶୋ' କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ବିଶେଶ୍ଵର ଟୁଡୁ, ବାରିପଦା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରକାଶ ସୋରେନ ରୋଡ଼ ଶୋ'ରେ ସାମିଲ ହୋଇଛନ୍ତି । ବାରିପଦା ମଧୁବନ ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ରୋଡ ଶୋ’ ସମଗ୍ର ସହର ପରିକ୍ରମା କରିବା ସହ ଶେଷରେ ଛଉ ପଡ଼ିଆରେ ପହଞ୍ଚିଥିଲା । ଏଥିରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ସାମିଲ ହୋଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:Conclusion:
Last Updated : Apr 24, 2019, 11:27 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.