ETV Bharat / state

RTO ଅଫିସରୁ ଦଲାଲ ଗିରଫ, ନଗଦ 49 ହଜାର ଟଙ୍କା ଜବତ - ଏଆରଟିଅ ଅଫିସରେ ପୋଲିସର ଚଢ଼ାଉ

ରାଇରଙ୍ଗପୁର ଅତିରିକ୍ତ ଆରଟିଓ ଅଫିସରେ ଟାଉନ ପୋଲିସର ଚଢାଉ । ଜଣେ ଦଲାଲ ଗିରଫ ତାଙ୍କ ନିକଟରୁ ବିଭିନ୍ନ ବ୍ୟବହୃତ ଫର୍ମ ଓ ୪୯ ହଜାର ୬୫୦ ଟଙ୍କା ଜବତ କରିଛି ପୋଲିସ ।

dalal arrested in additional transportation office in rairangpur
ଫଟୋ ସୌଜନ୍ୟ : ପ୍ରତିନିଧି, ରାଇରଙ୍ଗପୁର
author img

By

Published : Nov 28, 2019, 11:23 PM IST

ରାଇରଙ୍ଗପୁର: ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଚଢାଉ । ଦଲାଲ ଗିରଫ । ପୋଲିସର ଅଚାନକ ଚଢାଉ ବେଳେ ଦଲାଲ ଧରାପଡିଛି । ତାଙ୍କ ନିକଟରୁ ବିଭିନ୍ନ ବ୍ୟବହୃତ ଫର୍ମ ଓ ନଗଦ 49 ହଜାର ଟଙ୍କା ଜବତ କରିଛି ପୋଲିସ ।

RTO ଅଫିସରୁ ଦଲାଲ ଗିରଫ, ନଗଦ 49 ହଜାର ଟଙ୍କା ଜବତ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦିନକୁ ଦିନ ଦଲାଲଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । କୌଣସି ସୂତ୍ରରୁ ସୂଚନା ପାଇ ରାଇରଙ୍ଗପୁର ମଡେଲ ଟାଉନ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଟାଉନ ପୋଲିସ ଜଣେ ଯୁବକଙ୍କୁ ଦଲାଲି କାର୍ଯ୍ୟରେ ଲିପ୍ତ ଥିବାବେଳେ ଧରିଥିବା ଜଣାପଡ଼ିଛି।

ତେବେ ପୋଲିସ ତାଙ୍କୁ ରାଇରଙ୍ଗପୁର ଟାଉନ ଥାନାକୁ ଆଣି ପଚରାଉଚରା ଜାରି ରଖିଥିଲା । ଛାନଭିନ ପରେ ପୋଲିସ ତାଙ୍କ ପାଖରୁ ଡିଏଲ୍ ପାଇଁ ବ୍ୟବହୃତ ଫୋର୍ମ ନଂ ୨ , ଆଠ ଖଣ୍ଡ ପାସପୋର୍ଟ ସାଇଜର ଫଟୋ, ଫୋର୍ମ ନଂ ୨୯ ଓ ୩୦ ସହିତ ନଗଦ ୪୯ ହଜାର ୬୫୦ ଟଙ୍କା ଜବତ କରିଥିଲେ ।

ତାଙ୍କୁ ରାଇରଙ୍ଗପୁର ଟାଉନ ପୋଲିସ ଗିରଫ କରିଛି । ଯୁବକ ଜଣକ ହେଲେ ରାଇରଙ୍ଗପୁର ଟାଉନ ଥାନା ଅଧୀନ ୱାର୍ଡ ନଂ ୨ ବାଇଦାପୋଷିର ରାଜେଶ ଚନ୍ଦ୍ର ଗିରି । ଗିରଫ ଦଲାଲକୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରେ ଚଢାଉ, ଜଣେ ଦଲାଲ ଗିରଫ।
ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରେ ଦିନକୁ ଦିନ ଦଲାଲ ଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ ଆଜି ଖବର ପାଇ ରାଇରଙ୍ଗପୁର ମଡେଲ ଟାଉନ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଚଢ଼ାଉ କରି ଟାଉନ ପୋଲିସ ଜଣେ ଯୁବକ ଙ୍କୁ ଦଲାଲି କାର୍ଯ୍ୟରେ ଲିପ୍ତ ଥିବାବେଳେ ଧରିଥିବା ଜଣାପଡ଼ିଛି। ତେବେ ପୋଲିସ ତାଙ୍କୁ ରାଇରଙ୍ଗପୁର ଟାଉନ ଥାନା କୁ ଆଣି ପଚରାଉଚରା ଜାରି ରଖିଥିଲା। ଛାନଭିନ ପରେ ପୋଲିସ ତାଙ୍କ ପାଖରୁ ଡିଏଲ୍ ପାଇଁ ବ୍ୟବହୃତ ଫୋର୍ମ ନଂ ୨ , ଆଠ ଖଣ୍ଡ ପାସପୋର୍ଟ ସାଇଜ୍ ର ଫୋଟୋ, ଫୋର୍ମ ନଂ ୨୯ ଓ ୩୦ ସହିତ ନଗଦ ୪୯୬୫୦ ଟଙ୍କା ଜବତ କରିଥିଲେ। ସେ ନେଇ ତାଙ୍କୁ ରାଇରଙ୍ଗପୁର ଟାଉନ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଯୁବକ ଜଣକ ହେଲେ ରାଇରଙ୍ଗପୁର ଟାଉନ ଥାନା ଅଧୀନ ୱାର୍ଡ ନଂ ୨ ବାଇଦାପୋଷି ର ରାଜେଶ ଚନ୍ଦ୍ର ଗିରି ଓ ଆସନ୍ତା କାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି । ଏ ନେଇ ସେଠାରେ ବ୍ୟବସାୟ କରୁଥିବା ଦଲାଲ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.