ETV Bharat / state

ବିଇଓଙ୍କୁ ସ୍କୁଲରେ ତାଲା ପକାଇଲେ ଅଭିଭାବକ, ଗ୍ରାମବାସୀ - ବିଇଓଙ୍କୁ ତାଲା

ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବ୍ଲକ ବୁଢାମରା ନୋଡାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବିଇଓଙ୍କୁ ସ୍କୁଲରେ ତାଲା ପକାଇ ରଖିଲେ ଗ୍ରାମବାସୀ ଏବଂ ଅଭିଭାବକ । ବିଦ୍ୟାଳୟର ଛାତ ଫାଟି ପାଣି ପଡୁଥିବା ବେଳେ ଅନେକ ସମୟରେ ଛାତରୁ ପ୍ଲାଷ୍ଟର ଖସୁଛି । ଏନେଇ ଯେତେଥର ଅଭିଯୋଗ କରିବା ସତ୍ତ୍ବେ କୌଣସି ପଦକ୍ଷେପ ନିଆନଯିବାରୁ ଗ୍ରାମବାସୀ ଏଭଳି ପଦକ୍ଷେପ ଉଠାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Aug 8, 2019, 5:59 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବ୍ଲକ ବୁଢାମରା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ତାଲା ପକାଇଲେ ସ୍ଥାନୀୟ ଗ୍ରାମବାସୀ ଓ ଅଭିଭାବକ । ଖବର ପାଇ ବିଇଓ , ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ସେଠାରେ ପହଞ୍ଚିଲା ପରେ ତାଙ୍କୁ ମଧ୍ୟ ତାଲା ପକେଇ ଅଟକ ରଖିଲେ ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଅଭିଯୋଗ ମୁତାବକ ବିଦ୍ୟାଳୟର ଛାତ ଫାଟି ପାଣି ପଡୁଥିବା ବେଳେ ଅନେକ ସମୟରେ ଛାତରୁ ପ୍ଲାଷ୍ଟର ଖସୁଛି । ସମସ୍ତ ଶ୍ରେଣୀ ଗୃହର ଅବସ୍ଥା ସଙ୍କଟାପନ୍ନ । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବା କଥା ହେଲା ସେ ଏବାବଦରେ ଅନେକ ସମୟରେ ବିଇଓ ଏବଂ ବିଡିଓଙ୍କୁ ଜଣାଇଛନ୍ତି । ମାତ୍ର କୌଣସି ପଦକ୍ଷେପ ନିଆଯାଇନାହିଁ ।

ସେପଟେ ଏସମ୍ପର୍କରେ ବିଇଓଙ୍କ କହିବା କଥା ହେଲା ଏବାଦରେ ସେ ପୂର୍ବରୁ ଅବଗତ ନଥିଲେ । ଆଜି ବିଦ୍ୟାଳୟ ଆସିବାରୁ ସ୍କୁଲର ବିପଦସଙ୍କୁଳ ଅବସ୍ଥା ଦେଖିଥିଲେ । ଘଟଣା ସ୍ଥଳରେ ବାଙ୍ଗିରିପୋଷି ବିଡିଓ ପହଞ୍ଚି ସେମାନଙ୍କୁ ମୁକୁଳେଇବା ସହିତ ଶୁକ୍ରବାର ଜିଲ୍ଲାପାଳଙ୍କ ନିକଟକୁ ଯାଇ ଏ ବିଷୟରେ ଆଲୋଚନା କରିବେ ବୋଲି କହିବା ପରେ ସ୍କୁଲରୁ ତାଲା ଖୋଲାଯାଇଥିଲା।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବ୍ଲକ ବୁଢାମରା ନୋଡାଲ ଉପ୍ରା ବିଦ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ତାଲା ପକାଇଲେ ସ୍ଥାନୀୟ ଗ୍ରାମବାସୀ ଓ ଅଭିଭାବକ । Body:ତେବେ ଖବର ପାଇ ବି.ଇ.ଓ. , ସରପଂଚ ଓ ପଂଚାୟତ ସମିତି ସଭ୍ୟ ସେଠାରେ ପହଂଚିଲା ପରେ ତାଙ୍କୁ ମଧ୍ୟ ତାଲା ପକେଇ ଅଟକ ରଖିଥିଲେ ଗ୍ରାମବାସୀ। ଅଭିଯୋଗ ମୁତାବକ ବିଦ୍ୟାଳୟର ଛାତ ଫାଟି ପାଣି ପଡୁଥିଲା ବେଳେ ଅନେକ ସମୟରେ ଛାତରୁ ପ୍ଲାସ୍ଟର ଖସୁଛି । ସମସ୍ତ ଶ୍ରେଣୀ ଗୃହର ଅବସ୍ଥା ସଂକଟାପନ୍ନ । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କହିଥିଲେ ଯେ ସେ ଏବାଦରେ ଅନେକ ସମୟରେ ବି.ଇ.ଓ. ଏବଂ ବିଡିଓଙ୍କୁ ଜଣାଇଛନ୍ତି ମାତ୍ର କୈାଣସି ପଦକ୍ଷେପ ନିଆଯାଇନାହିଁ । ବି.ଇ.ଓ.କହିଥିଲେ ଯେ ସେ ଏବାଦରେ ସେ ଅବଗତ ନଥିଲେ ଆଜି ଆସିବାରୁ ବିଦ୍ୟାଳୟର ବିପଦସଙ୍କୁଳ ଅବସ୍ଥା ଦେଖିଥିଲେ । ଘଟଣା ସ୍ଥଳରେ ବାଙ୍ଗିରିପୋଷି ବି ଡି ଓ ପହଞ୍ଚି ସେମାନଙ୍କୁ ମୁକୁଳେଇବା ସହିତ କାଲି ଜିଲ୍ଲାପାଳଙ୍କ ନିକଟକୁ ଯାଇ ଏ ବିଷୟ ରେ ଆଲୋଚନା କରିବେ ବୋଲି କହିବା ପରେ ସ୍କୁଲ ରୁ ତାଲା ଖୋଲିଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.