ETV Bharat / state

ଟ୍ରେନ ଧକ୍କାରେ ଯୁବକ ମୃତ

ମୟୂରଭଞ୍ଜ ଜିଲ୍ଲା କୁଲଡ଼ିହା ରେଲୱେ ଷ୍ଟେସନ ନିକଟସ୍ଥ କେଶରଗାଡିଆରେ ଅଘଟଣ । ଏଠାରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଟ୍ରେନ ଧକ୍କାରେ ଯୁବକ ମୃତ
ଟ୍ରେନ ଧକ୍କାରେ ଯୁବକ ମୃତ
author img

By

Published : Jan 24, 2020, 10:03 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କୁଲଡ଼ିହା ରେଲୱେ ଷ୍ଟେସନ ନିକଟସ୍ଥ କେଶରଗାଡିଆରେ ଟ୍ରେନ ଧକ୍କାରେ ଜଣେ ଯୁବକ ମୃତ । ମୃତ ଯୁବକ ଜଣକ ହେଲେ ବାଦାମପାହାଡ଼ ଥାନା ସୁଲିଦୁମା ଗ୍ରାମର ଭୁଜୁରାମ ମୁର୍ମୁଙ୍କ ପୁଅ ବୀରସିଂ ମୁର୍ମୁ ।

ଟ୍ରେନ ଧକ୍କାରେ ଯୁବକ ମୃତ

ବୀରସିଂ ଗୁରୁବାର ଜାନମଘୁଟୁ ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ । ସେଠାରୁ ରାତ୍ରି ପ୍ରାୟ ୨.୦୦ ସମୟରୁ ନିଖୋଜ ଥିବା ବେଳେ ଆଜି ସକାଳୁ ଟାଟା - ବାଦାମପାହାଡ଼ ଟ୍ରେନ ଲାଇନ କେଶରଗଡ଼ିଆ ରେଳ ଧାରଣା କଡ଼ରୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା କୁଲଡ଼ିହା ରେଲୱେ ଷ୍ଟେସନ ନିକଟସ୍ଥ କେଶରଗାଡିଆ ରେ ଟ୍ରେନ ଧକ୍କାରେ ଯୁବକ ମୃତ। ମୃତ ଯୁବକ ଜଣକ ହେଲେ ବାଦାମପାହାଡ଼ ଥାନା ସୁଲିଦୁମା ଗ୍ରାମର ଭୁଜୁରାମ ମୁର୍ମୁ ଙ୍କ ପୁଅ ବୀରସିଂ ମୁର୍ମୁ । ବୀରସିଂ ଗତକାଲି ଜାନମଘୁଟୁ ଗାଁ କୁ ଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରୁ ରାତ୍ରି ପ୍ରାୟ ୨.୦୦ ସମୟରୁ ନିଖୋଜ ଥିବା ବେଳେ ଆଜି ସକାଳୁ ଟାଟା - ବାଦାମପାହାଡ଼ ଟ୍ରେନ ଲାଇନ କେଶରଗଡ଼ିଆ ରେଳ ଧାରଣା କଡ଼ରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଥିଲା ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.