ETV Bharat / state

ଘର ପଛ ପଟୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘର ପଛ ପଟୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜାମଦା ଥାନା ଅନ୍ତର୍ଗତ ବଡ଼କୁଲେଇବିରା ଗ୍ରାମରେ । ଅଧିକ ପଢନ୍ତୁ...

author img

By

Published : Feb 22, 2021, 2:16 PM IST

ଘର ପଛ ପଟୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ରାଇରଙ୍ଗପୁର: ଘର ପଛ ପଟୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ବଡ଼କୁଲେଇବିରା ଗ୍ରାମରେ। ମୃତ ଯୁବକ ଜଣକ ସେହି ଗ୍ରାମର କାଶୁ ହେମ୍ବ୍ରମଙ୍କ ପୁଅ ଉଦୟ ନାଥ ହେମ୍ବ୍ରମ। ତେବେ ଆଜି(ସୋମବାର) ସକାଳୁ ଘର ପଛ ପଟେ ଥିବା ଏକ ଗଛରେ ରସି ସାହାଯ୍ୟରେ ଝୁଲୁଥିବା ଦେଖି ପରିବାର ଲୋକେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରେ ଜାମଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ।

ସେପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଯୁବକ ଜଣକ ପାହାଡପୁର ସ୍ଥିତ ତାଙ୍କ ଶ୍ବଶୁର ଘରେ ରହୁଥିଲେ ଏବଂ ଗତ ଛଅ ଦିନ ହେବ ନିଜ ଘରକୁ ଫେରିଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.