ETV Bharat / state

ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟସେବା: ଜଙ୍ଗଲରେ ପ୍ରସବ କଲେ ମହିଳା - ଜଙ୍ଗଲରେ ପ୍ରସବ କଲେ ମହିଳା

ଗୋଟିଏ ପଟେ ଗର୍ଭବତୀ ଯନ୍ତ୍ରଣା ଥମିବାର ନାଁ ନେଉନି। ଅନ୍ୟପଟେ ଜଙ୍ଗଲରେ ପ୍ରସବ କରୁଛନ୍ତି ମହିଳା। ଏସବୁ ପ୍ରଶାସନ ପାଖରେ ଏସବୁ ଘଟଣାର କୌଣସି ଖବର ନାହିଁ। ଅଧିକ ପଢନ୍ତୁ...

ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟ ସେବା: ଜଙ୍ଗଲରେ ପ୍ରସବ କଲେ ମହିଳା
author img

By

Published : Nov 18, 2019, 3:33 PM IST

ମୟୂରଭଞ୍ଜ: ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟ ସେବା । ଜଙ୍ଗଲରେ ପ୍ରସବ କଲେ ମହିଳା। ଘଟଣାକୁ 7ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପାଖରେ କୌଣସି ଖବର ନାହିଁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ କୁଲିଆଣା ବ୍ଲକର ଆମପୁଞ୍ଜା ଜଙ୍ଗଲରେ।

କୁଲିଅଣା ବ୍ଲକ କୋଠାବିଲା ଗାଁର ଶିବାନୀ ଭକ୍ତା ଓ ଶୁକ୍ରା ଭୁକ୍ତା କରଜ ଟଙ୍କା ସୁଝି ନ ପାରି ଜଙ୍ଗଲରେ ଆଶ୍ରୟ ନେଇଥିଲେ। ଏକ ଛାଟି ମାଟି ଘରେ ଯାଯାବର ଜୀବନ ଯାପନ କରୁଥିଲେ ଉକ୍ତ ଦମ୍ପତ୍ତି । ତେବେ ଗତ 7ଦିନ ପୂର୍ବରୁ ଆମପୁଞ୍ଜା ଜଙ୍ଗଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ଶିବାନୀ । ଶିଶୁ ପୁତ୍ର ଜନ୍ମ ହେବାର 2 ଦିନ ପରେ ଖବର ପାଇ ସ୍ଥାନୀୟ ଆଶାକର୍ମୀ ଓ ନର୍ସ ପହଞ୍ଚି ଶିଶୁର ପୁତ୍ରର ଓଜନ କରି ନିଜର ଦାୟିତ୍ବ ସାରିଦେଇଥିଲେ ।

ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟ ସେବା: ଜଙ୍ଗଲରେ ପ୍ରସବ କଲେ ମହିଳା

ଏହାପରେ ସ୍ଥାସ୍ଥ୍ୟ ବିଭାଗ ଉଭୟ ମାଆ ଶିଶୁ ପୁତ୍ରଙ୍କୁ ଜଙ୍ଗଲରୁ ଆଣି କୁଲିଅଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଉଭୟ ମାଆ ଓ ପିଲାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ଡାକ୍ତର । ଅନ୍ୟପଟେ ଶିଶୁ ପୁତ୍ରକୁ ୱାନ ଷ୍ଟେପ ଚାଇଲ୍ଡ ଲାଇନ ହେଲ୍ଫ ଶିଶୁ ପୁତ୍ରର ଅଧିକ ଚିକିତ୍ସା ପାଇଁ ନେଇଥିବା ଜଣାପଡିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ସ୍ୱାସ୍ଥ୍ୟସେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା ପ୍ରଣୟନ କରି କୋଟି କୋଟି ତାଙ୍କ ଖର୍ଚ କରୁଛନ୍ତି - ବିଶେଷ କରି ଗର୍ଭବତୀ ଙ୍କୁ ଡାକ୍ତରଖାନାରେ ପ୍ରସବ ପାଇଁ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଉଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖା ଦେଇଅଛି - ମୟୁରଭଞ୍ଜ ଜିଲ୍ଲା କୁଲିଅଣା ବ୍ଲକ ର ଆମପୁଞ୍ଜା ଜଙ୍ଗଲରେ ଦୀର୍ଘ ସାତ ଦିନ ପୂର୍ବରୁ ପ୍ରସବ କରିଛନ୍ତି ଗର୍ଭବତୀ ଯାହା ପ୍ରଶାସନ ପାଖରେ ଖବର ନାହିଁ- କୁଲିଅଣା ବ୍ଲକ କୋଠାବିଲା ଗାଁର ଶିବାନୀ ଭକ୍ତା ଓ ଶୁକ୍ରା ଭକ୍ତା ଗାଁ ରେ ଟଙ୍କା କରଜ କରି ଟଙ୍କା ଦେଇ ନ ପାରି ଦମ୍ପତି ଦୁଇବର୍ଷ ତଳେ ନିଜ ଘର ଛାଡି ଯାଯାବର ଭାବେ ବିଭିନ୍ନ ସ୍ଥାନରେ ବୁଲୁଥିବା ବେଳେ ୧୫ ଦିନ ପୂର୍ବରୁ ଏହି ଆମପୁଞ୍ଜା ଜଙ୍ଗଲରେ ଏକ ଝାଟିମାଟି ଘରେ ରହୁଥିଲେ - ଦମ୍ପତି ଦ୍ଵୟ ନିଜ ଉଦ୍ୟମରେ ଜଙ୍ଗଲ କୁ ସଫା କରି ଝାଟିମାଟି ଘର ନିର୍ମାଣ କରି ରହୁଥିଲେ - ସାତ ଦିନ ପୂର୍ବରୁ ଶିବାନୀ ଭକ୍ତା ଏହି ଜଙ୍ଗଲରେ ନିଜ ଶିଶୁ ପୁତ୍ର କୁ ଜନ୍ମ ଦେଇ ପଡିରହିଥିଲେ ତେବେ ଖବର ପାଇ ଦୁଇ ଦିନ ପୂର୍ବରୁ ଆଶା ଦିଦି ଓ ସ୍ଥାନୀୟ ନର୍ସ ପହଂଚି ଶିଶୁ ପୁତ୍ର କୁ ଓଜନ କରି ସେଠାରୁ ପଳାଇ ନିଜ ଦାୟିତ୍ବ ସାରିଦେଇଥିଲେ -ଆଜି ଖବର ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗ ଉଭୟ ମା ଶିଶୁ ପୁତ୍ର କୁ ଜଙ୍ଗଲରୁ ଆଣି କୁଲିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି - ତେବେ ଉଭୟ ମା ଓ ଶିଶୁ ସମ୍ପୂର୍ଣ ସୁସ୍ଥ ଥିବା କହିଛନ୍ତି ଡାକ୍ତର - ଅନ୍ୟପକ୍ଷରେ ଶିଶି ପୁତ୍ର କୁ ONE STOP CHILD LINE HELP ସଂସ୍ଥା ଶିଶୁ ପୁତ୍ର ର ଅଧିକ ଚିକିତ୍ସା ପାଇଁ ନେଇଥିବା ଜଣାପଡିଛି -
ବାଇଟ- ୧- ଶୁକ୍ରା ଭକ୍ତା - ପ୍ରସୂତି ର ସ୍ତ୍ରୀ
ବାଇଟ- ୨- ଡ଼ ପ୍ରଧାନ - ଚିକିତ୍ସାଧିକାରୀ - କୁଲିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.