ETV Bharat / state

ବେଡରୁମରୁ ୧୫ ଫୁଟର ଅହିରାଜ ଉଦ୍ଧାର - ମୟୂରଭଞ୍ଜ ଖବର

ବେଡରୁମରୁ ୧୫ ଫୁଟର ଅହିରାଜ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ରେଞ୍ଜ ନିଶ୍ଚିନ୍ତା ଗାଁରେ । ଅଧିକ ପଢନ୍ତୁ...

a king cobra rescued in mayurbhanj
ବେଡରୁମରୁ ୧୫ ଫୁଟର ଅହିରାଜ ଉଦ୍ଧାର
author img

By

Published : Apr 26, 2021, 8:50 PM IST

Updated : Apr 26, 2021, 10:51 PM IST

ବାରିପଦା : ବେଡରୁମର ପଲଙ୍କ ତଳୁ ବାହାରିଲା ବିଷଧର ଅହିରାଜ । ସାପର ଲମ୍ବ ପାଖାପାଖି 15 ଫୁଟ ହେବ । ଏଭଳି ଘଟଣା ଦେଖିବାକୁ ମିଳଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ରେଞ୍ଜ ନିଶ୍ଚିନ୍ତା ଗାଁରେ । ସାପଟିକୁ ଉଦ୍ଧାର କରି ଶିମିଳିପାଳ ଅଭୟାରଣ୍ୟରେ ଛଡାଯାଇଛି ।

ବେଡରୁମରୁ ୧୫ ଫୁଟର ଅହିରାଜ ଉଦ୍ଧାର

ସୂଚନାନୁସାରେ,ମୟୂରଭଞ୍ଜ ନିଶ୍ଚିନ୍ତା ଗାଁ ଅଶୋକ ମହାପାତ୍ରଙ୍କ ବେଡ଼ରୁମରେ ଏକ ଅହିରାଜ ସାପ ପଶି ଯାଇଥିଲା । ପରିବାର ଲୋକେ ସାପଟିର ଫଁ ଫଁ ଶବ୍ଦ ଶୁଣିବା ପରେ ଅହିରାଜ ସାପକୁ ଦେଖିଥିଲେ ପରିବାର ଲୋକେ । ସାପକୁ ଦେଖି ପରିବାର ଲୋକେ ଭୟଭୀତ ହୋଇ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବାଙ୍ଗରିପୋଷି ରେଞ୍ଜର ଘଟଣାସ୍ଥଳରେ ପହଞ୍ଚି ଅହିରାଜକୁ ଉଦ୍ଧାର କରିଥିଲେ। ଶିମିଳିପାଳ ଅଭୟାରଣ୍ୟରୁ ଅହିରାଜଟି ଆସିଥିବା ଅନୁମାନ କରାଯାଉଛି । ତେବେ ସାପକୁ ଧରିବା ପରେ ପୁଣିଥରେ ଶିମିଳିପାଳ ଅଭୟାରଣ୍ୟରେ ଛାଡି ଦିଆଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ,ଇଟିଭି ଭାରତ

Last Updated : Apr 26, 2021, 10:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.