ETV Bharat / state

ମୟୁରଭଞ୍ଜରୁ ପୁଣି ୧୦୫ କୋରୋନା ପଜିଟିଭ ଚିହ୍ନଟ - covid-19 positive

ମୟୂରଭଞ୍ଜ ଜିଲ୍ଲାରେ ଗୁରୁବାର ପୁଣି ୧୦୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

105  new covid-19 positive case reported in mayurbhanj
ମୟୁରଭଞ୍ଜରୁ ପୁଣି ୧୦୫ କୋରୋନା ପଜିଟିଭ ଚିହ୍ନଟ
author img

By

Published : Nov 6, 2020, 4:40 AM IST

Updated : Nov 6, 2020, 4:49 AM IST

ମୟୂରଭଞ୍ଜ: ଜିଲ୍ଲାରେ ଗୁରୁବାର ପୁଣି ୧୦୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,736 ରେ ପହଞ୍ଚିଛି ।

ମୟୁରଭଞ୍ଜରୁ ପୁଣି ୧୦୫ କୋରୋନା ପଜିଟିଭ ଚିହ୍ନଟ

ଅନ୍ୟପଟେ ଜିଲ୍ଲାରୁ ୬୦ଜଣ ସୁସ୍ଥ ହୋଇଥିବା ବେଳେ ଏଯାବତ ମୋଟ ୧୦୮୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ୭୮୯ ଜଣ କୋରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି । ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ମୟୁରଭଞ୍ଜ ଜିଲ୍ଲା ଷଷ୍ଠ ସ୍ଥାନରେ ରହିଥିବା ବେଳେ ସରକାରୀ ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ (ଗୁରୁବାର) ତିନି ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୬୩ କୁ ବୃଦ୍ଧି ହୋଇଛି ।

ସଂକ୍ରମିତଙ୍କ ସଂଖ୍ୟା ଜିଲ୍ଲା ସଦର ମହକୁମା ବାରିପଦାରେ ସର୍ବାଧିକ ରହିଛି । ଗୁରୁବାର ଚିହ୍ନଟ ୧୦୫ ଆକ୍ରାନ୍ତ ହୋମ ଆଇସୋଲେସନ ଏବଂ ବାରିପଦା ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Nov 6, 2020, 4:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.