ETV Bharat / state

ଜାଲ୍ ନୋଟ କାରବାରରେ ଦୁଇ ମାଲକାନଗିରି ଯୁବକଙ୍କୁ ଉଠାଇ ନେଲା ଛତିଶଗଡ ପୋଲିସ - ଗିରଫ ହେଲେ ଦୁଇ ଯୁବକ

ଜାଲ୍ ନୋଟ କାରବାରରେ ସମ୍ପୃକ୍ତି ନେଇ  ଗିରଫ ହେଲେ ଦୁଇ ଯୁବକ । ଗିରଫ ପରେ ସେମାନଙ୍କୁ ଛତିଶଗଡର ସୁକୁମା ଜେଲକୁ  ପଠାଗଲା। ଅଧିକ ପଢନ୍ତୁ...

fake notes
ଗିରଫ ହେଲେ ଦୁଇ ଯୁବକ
author img

By

Published : Jan 31, 2020, 8:58 PM IST

ମାଲକାନଗିରି: ଜାଲ୍ ନୋଟ କାରବାରରେ ସମ୍ପୃକ୍ତି ନେଇ ଗିରଫ ହେଲେ ଦୁଇ ଯୁବକ। ଏହି ଦୁଇ ଯୁବକ ହେଉଛନ୍ତି ମାଲକାନଗିରି ଜିଲ୍ଲା ଏମ.ଭି 79 ଗାଁର ସୁରଜିତ ମଣ୍ଡଳ ଓ ଶୁକଚାନ୍ଦ ମଣ୍ଡଳ । ବେଶ କିଛି ଦିନ ହେବ ଉଭୟେ ଆନ୍ତରାଜ୍ୟ ବଜାରକୁ ଜାଲ ନୋଟ ଯୋଗାଇ ଆସୁଥିଲେ। ଛତିଶଗଡର ସୁକମାରେ ଏହି 2 ଯୁବକ ଲକ୍ଷ ଲକ୍ଷ ଟଙ୍କାର ଜାଲ ନୋଟ ଯୋଗାଇ ଥିବା ନେଇ ସୁକମା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା।

ଜାଲ୍ ନୋଟ ପାଇଁ ବନ୍ଧା ହେଲେଯୁ ବକ

ପରେ ସୁକମା ପୋଲିସ ମାଲକାନଗିରିରେ ପହଞ୍ଚି 2 ଯୁବକଙ୍କୁ ଉଠାଇ ନେଇଥିଲା । ସେମାନଙ୍କ ଠାରୁ ଦେଢ ଲକ୍ଷ ଟଙ୍କାର ଜାଲ ନୋଟ ପୋଲିସ ଜବତ କରିଛି। ଗିରଫ ପରେ ସେମାନଙ୍କୁ ସୁକୁମା ଜେଲକୁ ପଠାଯାଇଥିବା ସୁକମା ଏସପି କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଜାଲି ନୋଟ କାରବାରରେ ସଂପୃକ୍ତ ଥିବା ମାଲକାନଗିରି ଜିଲ୍ଲାର ଦୁଇ ଜଣଙ୍କୁ ଗିରଫ କଲା ଛତିଶଗଡ ପୋଲିସ ।Body:ମାଲକାନଗିରି ଜିଲ୍ଲା ଏମ.ଭି.୭୯ ଗ୍ରାମର ସୁରଜିତ ମଣ୍ଡଳ ଓ ଶୁକଚାନ୍ଦ ମଣ୍ଡଳ ନାମକ ଦୁଇ ଜଣ ବ୍ୟକ୍ତି ବେଶ କିଛି ଦିନ ଧରି ଆନ୍ତରାଜ୍ୟ ବଜାରରେ ଜାଲି ନୋଟ ସପଲାଇ କରି ଆସୁଥିଲେ । ନିକଟରେ ଛତିଶଗଡ ସୁକୁମା ଜିଲ୍ଲାରେ ମଧ୍ୟ ଏହି ଦୁଇ ଯୁବକ ଲକ୍ଷ ଲକ୍ଷ ଟଙ୍କାର ଜାଲି ନୋଟ ସପଲାଇ କରିଥିବା ନେଇ ସୁକୁମା ପୋଲିସ ପାଖରେ ଅଭିଯୋଗ ହେବା ପରେ ସୁକୁମା ପୋଲିସ ମାଲକାନଗିରି ପହଞ୍ଚି ଏମ.ଭି.୭୯ ଗାଁରୁ ଏହି ଦୁଇ ଯୁବକଙ୍କୁ ଉଠାଇ ନେଇଛି । ସେମାନଙ୍କ ପାଖରୁ ପୋଲିସ ଦେଢ ଲକ୍ଷ ଟଙ୍କାର ଜାଲି ନୋଟ ମଧ୍ୟ ଜବତ କରିଛି । ଗିରଫ ପରେ ସେମାନଙ୍କୁ ସୁକୁମା ଜେଲ ପଠା ଯାଇଥିବା ସୁକୁମା ଏସ.ପି. କହିଛନ୍ତି ।

ବାଇଟ - ଶୌଲଭ ସିହ୍ନା, ଏସ.ପି. ସୁକୁମା
Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ......
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.