ETV Bharat / state

ଭେଜେଙ୍ଗବାଡା ରିଜର୍ଭ ଫରେଷ୍ଟରେ କୁମ୍ବିଂ ଅପରେସନ, ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

author img

By

Published : Jun 4, 2022, 9:14 PM IST

ମାଲକାନଗିରିରେ ବିଏସଏଫ ଏବଂ ପୋଲିସର ମିଳିତ କୁମ୍ବିଂ ଅପରେସନ । ଲ୍ୟାଣ୍ଡମାଇନ ନିଷ୍କ୍ରିୟ ସହ ୪ଟି ବ୍ୟାଗ ଗିଲୋଟିନ ଜବତ । ଅଧିକ ପଢନ୍ତୁ

ଭେଜେଙ୍ଗବାଡା ରିଜର୍ଭ ଫରେଷ୍ଟରେ କୁମ୍ବିଂ ଅପରେସନ, ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ
ଭେଜେଙ୍ଗବାଡା ରିଜର୍ଭ ଫରେଷ୍ଟରେ କୁମ୍ବିଂ ଅପରେସନ, ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

ମାଲକାନଗିରି: ଜିଲ୍ଲାରେ ବିଏସଏଫ ଏବଂ ପୋଲିସର ମିଳିତ କୁମ୍ବିଂ ଅପରେସନ । ଲ୍ୟାଣ୍ଡମାଇନ ନିଷ୍କ୍ରିୟ ସାଙ୍ଗକୁ ୪ଟି ବ୍ୟାଗ ଗିଲୋଟିନ ଜବତ କଲେ ସୁରକ୍ଷାକର୍ମୀ । ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଭେଜେଙ୍ଗବାଡା ରିଜର୍ଭ ଫରେଷ୍ଟ ଅଞ୍ଚଳରେ କୁମ୍ବିଂ ଅପରେସନ ହୋଇଥିବା ସୂଚନା ।

ବଡିଗେଟା ଏବଂ ଏମପିଭି-୨୧ ଅଞ୍ଚଳରେ ବିଏସଏଫ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଦିନରାତି କୁମ୍ବିଂ କରୁଛନ୍ତି । ଯବାନଙ୍କୁ ଦୁର୍ବଳ କରିବା ପାଇଁ ନକ୍ସଲ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଥିବାବେଳେ ଲୋକଙ୍କ ସମର୍ଥନ ଜୁଟାଇବାକୁ ଚେଷ୍ଟା କରୁଛନ୍ତି । ନକ୍ସଲ ଏହି ଲ୍ୟାଣ୍ଡମାଇନକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଲଗାଇଥିବା ସନ୍ଦେହ କରାଯାଉଛି । ମାତ୍ର ଯବାନଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏହି ଲ୍ୟାଣ୍ଡମାଇନକୁ ଠାବ କରାଯାଇପାରିଛି । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.