ETV Bharat / state

ଥମୁନି ଜନନୀ ଯନ୍ତ୍ରଣା, ଦେଶୀଡଙ୍ଗାରେ ଜଳପଥ ପାର ହେଲେ ପ୍ରସୂତି

ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା । ଏଥର ପାହାଡିଆ ରାସ୍ତା କି ଭାର ନୁହେଁ, ବିପଦପୂର୍ଣ୍ଣ ଅବସ୍ଥାରେ ଦେଶୀ ଡଙ୍ଗାରେ ଜଳପଥ ଅତିକ୍ରମ କରି ଡାକ୍ତରଖାନାରେ ପହଞ୍ଚିଲେ ପ୍ରସୂତି । ବାଲିମେଳା ଜଳଭଣ୍ଡାର ଭିତରେ ରହିଥିବା ଯୋଡ଼ାମ୍ବ ପଞ୍ଚାୟତ ଜନ୍ତୁରାଇ ଗ୍ରାମରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

author img

By

Published : Aug 10, 2019, 8:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା । ଏଥର ପାହାଡିଆ ରାସ୍ତା କି ଭାର ନୁହେଁ, ବିପଦପୂର୍ଣ୍ଣ ଅବସ୍ଥାରେ ଦେଶୀ ଡଙ୍ଗାରେ ଜଳପଥ ଅତିକ୍ରମ କରି ଡାକ୍ତରଖାନାରେ ପହଞ୍ଚିଲେ ପ୍ରସୂତି । ବାଲିମେଳା ଜଳଭଣ୍ଡାର ଭିତରେ ରହିଥିବା ଯୋଡ଼ାମ୍ବ ପଞ୍ଚାୟତ ଜନ୍ତୁରାଇ ଗ୍ରାମରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଶୁକ୍ରବାର ସନ୍ଧ୍ୟାରେ ଯୋଡ଼ାମ୍ବ ପଞ୍ଚାୟତ ଜନ୍ତୁରାଇ ଗ୍ରାମର ଦଇମତି ପୁନାଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ପ୍ରଥମେ ତାଙ୍କୁ ଯୋଡ଼ାମ୍ବ ହସ୍ପିଟାଲକୁ ନିଆଯାଇଥିଲା । ତେବେ ହସ୍ପିଟାଲରେ କର୍ମଚାରୀ ନଥିବାରୁ ବାଧ୍ୟ ହୋଇ ପରିବାର ଲୋକେ ଚିତ୍ରକୋଣ୍ଡା ହସ୍ପିଟାଲ ଅଭିମୁଖେ ଜଳ ଯାତ୍ରା ଆରମ୍ଭ କରିଥିଲେ । ତେବେ ଏକ ଦେଶୀ ମୋଟର ଡ଼ଙ୍ଗା ମାଧ୍ୟମରେ ଅସୁରକ୍ଷିତ ଓ ବିପଦପୂର୍ଣ୍ଣ ଭାବରେ ଗର୍ଭବତୀ ମହିଳା, ତାଙ୍କ ସ୍ବାମୀ ମହେନ୍ଦ୍ର ପୁନା ଓ ଜନ୍ତୁରାଇ ଆଶା ଦିଦି ଜଳ ପଥରେ ଯାତ୍ରା କରିଥିଲେ ।

ତେବେ ପରେ ଲଞ୍ଚ ଘାଟରେ ପହଞ୍ଚି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ମିଳିନଥିବାରୁ ଏକ ଅଟୋ ଯୋଗେ ଗର୍ଭବତୀଙ୍କୁ ଚିତ୍ରକୋଣ୍ଡା ହସ୍ପିଟାଲକୁ ନିଆଯାଇଥିଲା । ତେବେ ଏହି ଜଳଭଣ୍ଡାରରେ ରୋଗୀଙ୍କ ନିମନ୍ତେ ଯାତାୟତ ପାଇଁ ଆମ୍ବୁଲାନ୍ସ ରହିଥିବା ବେଳେ ଏହା ବ୍ୟବହାର ହୋଇ ପାରୁନଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ପୁଣି ବିଛିନ୍ନା ଅଞ୍ଚଳରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି।Body:ବାଲିମେଳା ଜଳଭଣ୍ଡାର ଭିତରେ ରହିଥିବା ଯୋଡ଼ାମ୍ବ ପଂଚାୟତ ଜନ୍ତୁରାଇ ଗ୍ରାମର ଦଇମତି ପୁନା ଗର୍ଭବତୀ ମହିଳାଙ୍କୁ ଗତକାଲି ସନ୍ଧ୍ୟାରେ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ପ୍ରଥମେ ତାଙ୍କୁ ଯୋଡ଼ାମ୍ବ ହସ୍ପିଟାଲ କୁ ନେଇ ଥିଲେ କିନ୍ତୁ ସେହି ହସ୍ପିଟାଲରେ କର୍ମଚାରୀ ନଥିବାରୁ ବାଧ୍ୟ ହୋଇ ପରିବାର ଲୋକେ ଚିତ୍ରକୋଣ୍ଡା ହସ୍ପିଟାଲ ଅଭିମୁଖେ ଜଳ ଯାତ୍ରା ଆରମ୍ଭ କରିଥିଲେ। ତେବେ ଏକ ଦେଶୀ ମୋଟର ଡ଼ଙ୍ଗା ମାଧ୍ୟମରେ ଅସୁରକ୍ଷିତ ଓ ବିପଦପୂର୍ଣ୍ଣ ଭାବରେ ଗର୍ଭବତୀ ମହିଳା, ତାଙ୍କ ସ୍ୱାମୀ ମହେନ୍ଦ୍ର ପୁନା,ଜନ୍ତୁରାଇ ଆଶା ଦିଦି ଓ ମହିଳାଙ୍କ ଆତିମିୟ ମାନେ ଜଳାଯାତ୍ରା କରିଥିଲେ। ଗର୍ଭବତୀ ଙ୍କ ସ୍ୱାମୀଙ୍କ କହିବା ଅନୁସାରେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ସ୍ପିଲ୍ଵୱୟେରେ ପହଁଚି ଥିଲେ। ଲଞ୍ଚ ଘାଟରେ ପହଞ୍ଚି ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ମଧ୍ୟ ମିଳିଲା ନାହିଁ ଯାହାଫଳରେ ଏକ ଅଟୋ ମାଧ୍ୟମରେ ଗର୍ଭବତୀ ଙ୍କୁ ଚିତ୍ରକୋଣ୍ଡା ହସ୍ପିଟାଲ କୁ ନେଇ ଥିଲେ। ତେବେ ଏହି ଜଳଭଣ୍ଡାର ରେ ରୋଗୀଙ୍କ ନିମନ୍ତେ ଯାତାୟାତ ଆମ୍ବୁଲାନ୍ସ ରହିଥିବା ବେଳେ ଏହା ବ୍ୟବହାର ହୋଇ ପାରୁ ନଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି ।

Conclusion:ବାଇଟ-1-ମହେନ୍ଦ୍ର ପୁନା(ଗର୍ଭବତୀ ମହିଳାଙ୍କ ସ୍ୱାମୀ)

ବାଇଟ-2- ଆଶା ଦିଦି, ଜନ୍ତୁରାଇ

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.