ETV Bharat / state

ଡ୍ୟୁଟି ବେଳେ ଟିକଟକରେ ମାତିଲେ ନର୍ସ

କାର୍ଯ୍ୟରେ ନର୍ସ ଦିଦିଙ୍କ ଅବହେଳା। ଡ୍ୟୁଟିରେ ଥାଇ କଲେ ଟିକଟକ ଭିଡିଓ । ଏସଏନସିୟୁ ୱାର୍ଡରେ ଥିବା ପିଲାଙ୍କ ସହ ଭିଡିଓ ଏବେ ଭାଇରାଲ ହେଉଛି।

author img

By

Published : Jun 26, 2019, 1:31 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ପଦାରେ ପଡ଼ିଛି ନର୍ସଙ୍କ ଦାୟିତ୍ବହୀନତା। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ନର୍ସ ଡ୍ୟୁଟି ସମୟରେ ଟିକଟକ ଭିଡିଓ ବନାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସେମାନଙ୍କର କାର୍ଯ୍ୟ ପ୍ରତି ଥିବା ଦାୟିତ୍ବକୁ ଦର୍ଶାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଏସଏନସିୟୁରେ ଥିବା ପିଲାଙ୍କ ସହ ଭିଡିଓ ଏବେ ଭାଇରାଲ ହେବାକୁ ଲାଗୁଛି। ତାପସୀ ରଏ, ରୁବି ରାଏ ଓ ଜ୍ୟୋତି ରାଏ ଏହି ତିନି ଜଣ ନର୍ସ କିଭଳି ନିଜ କାମ କିଭଳି ଅବହେଳା କରୁଛନ୍ତି ତାହା ଏହି ଭିଡିଓରୁ ସ୍ପଷ୍ଟ ହୋଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ପଦାରେ ପଡିଛି ନର୍ସ ଙ୍କ ଦାଇତ୍ୱ ହୀନତା । ମାଲକାନଗିରି ଜିଲ୍ଲା ମେଡିକାଲ ରେ କାର୍ଯ୍ୟ କରୁ ଥିବା ନର୍ସ ମାନେ କିଭଳି ନିଜର କାମ ନକରି ଡିଉଟି ସମୟରେ ଟିକଟକ ରେ ଭିଡିଓ ବନାଇବା ରେ ବ୍ୟସ୍ତ ଅଛନ୍ତି । ଯାହାକି ସେମାନଙ୍କ ର କାର୍ଯ୍ୟ ପ୍ରତି ଥିବା ଦାଇତ୍ୱ ହୀନତା ର ପରିଚୟ ଦେଇଛି । ଏସ ଏମ ସିୟ ମଧ୍ୟରେ ଛୁଆ କୁ ଧରି ଥିବା ଟିକ  ଟକରେ ଭିଡ଼ିଓ କରିଥିବା ଏବେ ଭାଇରାଲ ହେଇଛି।

Sent from my Samsung Galaxy smartphone.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.