ETV Bharat / state

ମାଓ ନେତାଙ୍କୁ ହତ୍ୟା, ମୁଣ୍ଡ ଉପରେ ଥିଲା 8 ଲକ୍ଷ ଟଙ୍କାର ପୁରସ୍କାର

author img

By

Published : Oct 2, 2020, 8:02 PM IST

ମାଓ ସଙ୍ଗଠନରେ ମାଓ ନେତାଙ୍କୁ ହତ୍ୟା । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ। ଗଙ୍ଗଲୁର ଏରିଆ କମିଟି DVC ଇନଚାର୍ଜ ମାଓ ନେତା ବିଜ୍ଜା ମୋଡିୟମକୁ ହତ୍ୟା କରାଯାଇଥିବା ଜଣାପଡିଛି । ମୃତ ମାଓ ନେତା ନାଁ ରେ 8 ଲକ୍ଷ ଟଙ୍କା ପୁରସ୍କାର ରାଶି ରଖିଥିଲେ ଛତିଶଗଡ଼ ସରକାର।

ମାଓ ନେତାଙ୍କୁ ହତ୍ୟା, ମୁଣ୍ଡ ଉପରେ ଥିଲା 8 ଲକ୍ଷ ଟଙ୍କାର ପୁରସ୍କାର
ମାଓ ନେତାଙ୍କୁ ହତ୍ୟା, ମୁଣ୍ଡ ଉପରେ ଥିଲା 8 ଲକ୍ଷ ଟଙ୍କାର ପୁରସ୍କାର

ମାଲକାନଗିରି: ମାଓ ସଙ୍ଗଠନରେ ମାଓ ନେତାଙ୍କୁ ହତ୍ୟା । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ। ଗଙ୍ଗଲୁର ଏରିଆ କମିଟି DVC ଇନଚାର୍ଜ ମାଓ ନେତା ବିଜ୍ଜା ମୋଡିୟମକୁ ହତ୍ୟା କରାଯାଇଥିବା ଜଣାପଡିଛି । ମୃତ ମାଓ ନେତା ନାଁ ରେ 8 ଲକ୍ଷ ଟଙ୍କା ପୁରସ୍କାର ରାଶି ରଖିଥିଲେ ଛତିଶଗଡ଼ ସରକାର।

କିଛିଦିନ ଧରି ମାଓବାଦୀ ବିଜାପୁରର ଗାଙ୍ଗୁଲୁର ଜଙ୍ଗଲରେ ନିରୀହ ଆଦିବାସୀ ଏବଂ ପୋଲିସକୁ ଟାର୍ଗେଟ କରି ଆସୁଥିଲେ। ଏବେ କିନ୍ତୁ ନିଜ ମାଓ ସଙ୍ଗଠନର ଆଗ ଧାଡ଼ିର ନେତାକୁ ହତ୍ୟା କରିଛନ୍ତି ମାଓବାଦୀ। ପୋଲିସ ଇନଫର୍ମର ସନ୍ଧେହ କରି ମାଓବାଦୀ ହତ୍ୟା କରିଥିବା ସନ୍ଧେହ କରାଯାଉଛି । ଆଜି ଇତାବର ଗାଁ ରେ ଶବଦାହ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ପି. ସୁନ୍ଦର ରାଜ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.