ETV Bharat / state

ମାଲକାନଗିରି ବନ୍ୟା ଅଞ୍ଚଳ ପରିଦର୍ଶନ କଲେ ବିଧାୟକ, ବୁଝିଲେ କ୍ଷୟକ୍ଷତି - Malkangiri news

ବନ୍ୟା ଅଞ୍ଚଳ ପରିଦର୍ଶନ କଲେ ବିଧାୟକ । ସୋମବାର ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ମାଲକାନଗିରିର ବିଭିନ୍ନ ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ସମୟରେ ଲୋକଙ୍କୁ ଯେପରି ଅସୁବିଧା ନହେବ ସେଥିପାଇଁ ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ମାଲକାନଗିରି ବନ୍ୟା ଅଞ୍ଚଳ ପରିଦର୍ଶନ କଲେ ବିଧାୟକ

author img

By

Published : Aug 17, 2020, 6:54 PM IST

ମାଲକାନଗିରି: ଜିଲ୍ଲାର ବନ୍ୟା ଅଞ୍ଚଳ ପରିଦର୍ଶନ କଲେ ବିଧାୟକ । ସୋମବାର ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ମାଲକାନଗିରିର ବିଭିନ୍ନ ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହା ପରେ ମାଲକାନଗିରି ଶେଷ ସୀମା ମୋଟୁ ମୁଗି ପଏଣ୍ଟରେ ପହଞ୍ଚିଥିଲେ ସେ ।

ମାଲକାନଗିରି ବନ୍ୟା ଅଞ୍ଚଳ ପରିଦର୍ଶନ କଲେ ବିଧାୟକ

ବିଧାୟକ ମାଢି ପରିଦର୍ଶନ ସମୟରେ ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ପ୍ରଶାସନ ସହ ଏସମ୍ପର୍କରେ ଆଲୋଚନା କରିଛନ୍ତି । ପରିଦର୍ଶନ ସମୟରେ ସେ ପ୍ରଥମେ ବିନାୟକପୁର, ଅଲମା, ପେଟା, ମୁରଲୀ ଗୁଡା, ଜିଲେନଗୁଡା, କଟାନପାଲି, ଘରସା ପଲ୍ଲୀ, ମୁକାନ ଗୁଡା, ନୀଳକୁଟା, କୁରସନ ପଲ୍ଲୀ ଆଦି ବୁଲି ଦେଖିଥିଲେ ।

ଏହି ସମୟରେ ଲୋକଙ୍କୁ ଯେପରି ଅସୁବିଧା ନହେବ, ସେଥିପାଇଁ ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.