ETV Bharat / state

ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ରାସ୍ତାରୋକ - ଧାନ ମଣ୍ଡି ସମସ୍ୟା

ରାସ୍ତାରେ ଧାନ ବସ୍ତା ରଖି ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି । ଫଳରେ ବାଲିମେଳା ଓ ମାଲକାନଗିରିକୁ ଯାତାୟତ ବନ୍ଦ ରହିଛି । ଅଧିକ ପଢନ୍ତୁ...

ଧାନ ମାଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ରାସ୍ତା ରୋକ
ଧାନ ମାଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ରାସ୍ତା ରୋକ
author img

By

Published : Feb 6, 2020, 12:56 PM IST

ମାଲକାନଗିରି: ରାଜରାସ୍ତାରେ ମାଲକାନଗିରି ଚାଷୀ । ଟୋକେନ୍ ନ ମିଳିବା, ଧାନର ଉପଯୁକ୍ତ ମୂଲ୍ୟ ନମିଳିବା ସହ ମିଲରଙ୍କ କଟନୀ ଚଟନୀ ଭଳି ବହୁ ସମସ୍ୟାକୁ ନେଇ ଚାଷୀ ଉତ୍ତେଜିତ ହୋଇ ଗୁରୁବାର ମାଲକାନଗିରି ବାଲିମେଳା ମୁଖ୍ୟ ରାସ୍ତା ବନ୍ଦ କରିଛନ୍ତି ।

ଧାନ ମାଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀଙ୍କ ରାସ୍ତା ରୋକ

ରାସ୍ତାରେ ଧାନ ବସ୍ତା ରଖି ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି। ଫଳରେ ବାଲିମେଳା ଓ ମାଲକାନଗିରିକୁ ଯାତାୟତ ବନ୍ଦ ରହିଛି। ଜିଲ୍ଲାର ବିଭିନ୍ନ ମଣ୍ଡିରେ ଦେଖିବାକୁ ମିଳିଛି ଏପରି ଅସୁବିଧା । ତେଣୁ ସରକାର ତୁରନ୍ତ ମାଲକାନଗିରି ଜିଲ୍ଲାର ଚାଷୀଙ୍କ ସମସ୍ୟାର ସମାଧାନ ନକଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ କରାଯିବ ବୋଲି ମାଲକାନଗିରି ଜିଲ୍ଲା କୃଷକ ମହା ସଂଘ ଧମକ ଦେଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାରେ ପୁଣି ଦେଖିବାକୁ ମିଳିଲା ଚାଷୀଙ୍କ ଆନ୍ଦୋଳନ । ଧାନ ମାଣ୍ଡି ସମସ୍ୟା କୁ ନେଇ ଜିଲ୍ଲାର କୋରୁକୋଣ୍ଡା ଠାରେ ଚାଷୀଙ୍କ ପକ୍ଷରୁ ରାସ୍ତା ରୋକ । Body:ବିଶେଷ କରି ମଣ୍ଡିରେ ଟୋକେନ୍ ନ ମିଳିବା , ଧାନର ଉପଯୁକ୍ତ ମୂଲ୍ୟ ନ ମିଳିବା, ସହ ମିଲରଙ୍କ କଟନୀ ଚଟନୀ ସାଙ୍ଗକୁ ଦିନ ରାତି ଏକ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିବା ଚାଷୀ ନିଜ କଷ୍ଟର ଫସଲକୁ ମାଣ୍ଡିରେ ବିକ୍ରି କରିବା ପାଇଁ ଦିନ ରାତି ଏକ ଯୋଗିବା ଭଳି ବହୁ ସମସ୍ୟା କୁ ନେଇ ଚାଷୀ ମାନେ ଉତ୍ତେଜିତ ହୋଇ ଆଜି ମାଲକାନଗିରି ବାଲିମେଳା ମୁଖ୍ୟ ରାସ୍ତା ବନ୍ଧ କରିଛନ୍ତି । ରାସ୍ତାରେ ଧାନ ବସ୍ତା ରଖି ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି । ଫଳରେ ବାଲିମେଳା ଓ ମାଲକାନଗିରି କୁ ଯାତାୟତ ବନ୍ଧ ରହିଛି । Conclusion:ଜିଲ୍ଲାର ବିଭିନ୍ନ ମଣ୍ଡିରେ ଦେଖିବାକୁ ମିଳିଛି ଏପରି ଅସୁବିଧା ତେଣୁ ସରକାର ତୁରନ୍ତ ମାଲକାନଗିରି ଜିଲ୍ଲାର ଚାଷିଙ୍କ ସମସ୍ୟାର ସମାଧାନ ନକଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ କରାଯିବ ବୋଲି ମାଲକାନଗିରି ଜିଲ୍ଲା କୃଷକ ମହା ସଂଘ ଧମକ ଦେଇଛି ।

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ ...............
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.