ETV Bharat / state

ତାତିଲେ ବିଚ୍ଛିନ୍ନାଞ୍ଚଳବାସୀ, କାଟିଦେଲେ ସୁରକ୍ଷାକର୍ମୀଙ୍କ ବିଦ୍ୟୁତ୍‌ ଲାଇନ - malkanagiri cut of area resident

ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ସୁରକ୍ଷାକର୍ମୀଙ୍କ କ୍ୟାମ୍ପର ବିଦ୍ୟୁତ ଲାଇନ କାଟିଛନ୍ତି ଉତ୍ୟକ୍ତ ଲୋକେ । କିନ୍ତୁ କାହିଁକି ? ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

cut of area resident
ମାଓ ସପକ୍ଷରେ କି ବିଚ୍ଛିନ୍ନାଞ୍ଚଳବାସୀ ? କାଟିଲେ ସୁରକ୍ଷାକର୍ମୀଙ୍କ ବିଦ୍ୟୁତ୍‌ ଲାଇନ
author img

By

Published : Dec 31, 2019, 9:04 PM IST

ମାଲକାନଗିରି: ବିଚ୍ଛିନ୍ନାଞ୍ଚଳରେ ତାତିଲେ ଲୋକେ । କାଟିଲେ ସୁରକ୍ଷାକର୍ମୀଙ୍କ ବିଦ୍ୟୁତ୍ ଲାଇନ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୁନ୍ତୁରପଦର ଥାନା ଅଞ୍ଚଳରେ ।

ମାଓ ସପକ୍ଷରେ କି ବିଚ୍ଛିନ୍ନାଞ୍ଚଳବାସୀ ? କାଟିଲେ ସୁରକ୍ଷାକର୍ମୀଙ୍କ ବିଦ୍ୟୁତ୍‌ ଲାଇନ

ପୂର୍ବରୁ ଅଞ୍ଚଳର ଲୋକେ ବିଏସଫ କ୍ୟାମ୍ପ ହଟାଇବା ପାଇଁ ଦାବି କରିବା ସହ ଅନେକ ଥର ପ୍ରଜା ମେଳି କରିଥିଲେ । ତେବେ ଦାବି ପୂରଣ ନ ହେବାରୁ ମଙ୍ଗଳବାର ବିଚ୍ଛିନ୍ନାଞ୍ଚଳର କୁନ୍ତୁରପଦର ଆଇଆରବି ସୁରକ୍ଷାକର୍ମୀଙ୍କ କ୍ୟାମ୍ପକୁ ଯାଇଥିବା ବିଦ୍ୟୁତ ଲାଇନ କାଟି ଦେଇଛନ୍ତି । ତେବେ ଏହି ଘଟଣା ପଛରେ ଲାଲ ବାହିନୀର ନିର୍ଦ୍ଦେଶ ଥିବା ସନ୍ଦେହ କରାଯାଉଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ବିଛିନ୍ନାଞ୍ଚଳରେ ସୁରକ୍ଷା କର୍ମୀଙ୍କ କ୍ୟାମ୍ପର ବିଦ୍ୟୁତ ଲାଇନ କାଟିଲେ ଉତ୍ୟକ୍ତ ଲୋକେ । ।Body:ପୂର୍ବରୁ ଅଞ୍ଚଳରେ ଲୋକେ ବିଏସଫ କ୍ୟାମ୍ପ ହଟାଇବା ପାଇଁ ଦାବି କରିବା ସହ ଅନେକ ଥର ପ୍ରଜା ମେଳି କରିଥିଲେ । ତେବେ ଦାବି ପୂରଣ ନ ହେବାରୁ ଆଜି ବିଚ୍ଛିନ୍ନାଞ୍ଚଳର କୁନ୍ତୁରପଦର ଆଇଆରବି ସୁରକ୍ଷା କର୍ମୀଙ୍କ କ୍ୟାମ୍ପ କୁ ଯାଇଥିବା ବିଦ୍ୟୁତ ଲାଇନ କାଟି ଦେଇଛନ୍ତି । ତେବେ ଏହି ଘଟଣା ପଛରେ ଲାଲ ବହିନୀ ର ନିର୍ଦ୍ଦେଶ ଥିବା ସନ୍ଦେହ କରାଯାଉଛି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.....
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.